Browsing Tag

odiya nesws

ରାଫେଲ୍‍ ଚୁକ୍ତି ବେଳେ ମୁଁ ଦାୟିତ୍ୱରେ ନଥିଲି: ଫ୍ରାନ୍ସ ରାଷ୍ଟ୍ରପତି

ୟୁଏନ୍‍: ରାଫେଲ୍‍ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ଦୁଇ ଦେଶର ସରକାରୀ ସ୍ତରରେ କାର୍ଯ୍ୟକାରୀ ହୋଇଛି। ଚୁକ୍ତି ସ୍ୱାକ୍ଷର ହେବା ବେଳେ ସେ ଦାୟିତ୍ୱରେ ନଥିଲେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାର୍କୋନ୍‍ କହିଛନ୍ତି।…
Read More...

ଗତ ୪ ବର୍ଷରେ ମହିଳା ପାଇଲଟ୍‍ ସଂଖ୍ୟା ଦୁଇ ଗୁଣା ବଢ଼ିଛି

ନୂଆଦିଲ୍ଳୀ: ଗତ ୪ ବର୍ଷ ମଧ୍ୟରେ ଭାରତରେ ମହିଳା ପାଇଲଟ୍‍ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇ ୧୦୯୨ରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାର ଇଣ୍ଡିଆରେ ସର୍ବାଧିକ ମହିଳା ପାଇଲଟ ଅଛନ୍ତି। ଏୟାର ଇଣ୍ଡିଆର ମୋଟ ପାଇଲଟ୍‍…
Read More...

ମ୍ୟାଚ୍‍ ଫିକ୍ସିଂ ପାଇଁ ୫ ଅଧିନାୟକଙ୍କୁ ଯୋଗାଯୋଗ କରାଯାଇଥିଲା: ଆଇସିସି

ଦୁବାଇ: କ୍ରିକେଟ୍‍ରେ ମ୍ୟାଚ୍‍ ଫିକ୍ସିଂ ବିବାଦ ପୁଣି ଉଠିଛି। ଅଭିଯୋଗ ଆଣିଛି କ୍ରିକେଟ୍‍ର ସର୍ବୋଚ୍ଚ ଅନୁଷ୍ଠାନ ଆନ୍ତର୍ଜାତିକ କ୍ରିକେଟ୍‍ କାଉନ୍‍ସିଲ୍‍(ଆଇସିସି)। ଗତ ୧୨ ମାସ ଭିତରେ ୫ ଜଣ ଅଧିନାୟକଙ୍କୁ ଫିକ୍ସିଂ…
Read More...

ଦାଗୀ ନେତାଙ୍କୁ ଦୂରେଇବା ଦାୟିତ୍ୱ ସଂସଦର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ ଅନୁମତି ଦିଆଯିବ କି ନାହିଁ ସେହି ପ୍ରସଙ୍ଗରେ ଚାଲିଥିବା ତର୍କବିତର୍କରେ ଆଜି ସୁପ୍ରିମକୋର୍ଟ ତାଙ୍କ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଯେଉଁ…
Read More...

ହିମାଚଳ ପ୍ରଦେଶରେ ୩୫ ଆଇଆଇଟି ଛାତ୍ର ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ଆସିଥିବା ଭୟାବହ ବର୍ଷା ଓ ତୁଷାରପାତରେ ୪୫ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ରୁର୍‍କି ଆଇଆଇଟିର ୩୫ ଜଣ ଛାତ୍ର ଥିବା ଜଣାପଡ଼ିଛି। ଆଇଆଇଟି ଛାତ୍ରମାନେ ଅନ୍ୟ କେତେକ…
Read More...

ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ’: ଉପକୃତ ହେବେ ୫୦ କୋଟି

ରାଞ୍ଚି: ବିଶ୍ୱର ସର୍ବବୃହତ୍‍ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଜନା ‘ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଦେଶର ୪୪୫ଟି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇ ବିଧାୟକ ଗିରଫ

ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀଙ୍କୁ ଗାଳି ଦେଇ ଶାସକ ଏଆଇଏଡିଏମ୍‍କେର ବିଧାୟକ କରୁଣାସଙ୍କୁ ପୁଲିସ ଗିରଫ କରିଛି। ଜେଲ୍‍ରେ ଥିôବା ଏଆଇଏଡିଏମ୍‍କେ ନେତ୍ରୀ ଶଶିକଳାଙ୍କ ସେ ଜଣେ ବଡ଼ ସମର୍ଥକ।…
Read More...

ରେୱାରି ଗଣବଳାତ୍କାର: ସେନା କର୍ମଚାରୀଙ୍କ ସମେତ ୨ ଗିରଫ

ରେୱାରି: ହରିଆଣାର ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାରରେ ସମ୍ପୃକ୍ତ ସେନା କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ହରିଆଣା ପୁଲିସ ମହାନିର୍ଦେଶକ ବି ଏସ୍‍ ସାନ୍ଧୁଙ୍କ ସୂଚନା ଅନୁଯାୟୀ, ଘଟଣାର ଦୁଇ ପ୍ରମୁଖ…
Read More...

ୟେ ପବ୍ଲିକ ହେ, ସବ୍‍ ଜାନ୍‍ତା ହେ

ପାଟନା: ରାଫେଲ୍‍ ଦୁର୍ନୀତି ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବଲିଉଡ୍‍ ତାରକା ଶତୃଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଫେଲ୍‍ ଡିଲ୍‍…
Read More...

ଓଡ଼ିଶାକୁ ପ୍ରଶଂସା,ସରକାରଙ୍କୁ ନିନ୍ଦା

ଝାରସୁଗୁଡ଼ା: ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସମୃଦ୍ଧ। ଓଡ଼ିଶାର ବରପୁତ୍ରମାନଙ୍କର ଜ୍ଞାନ, ତ୍ୟାଗ, ବଳିଦାନ ଓ ସାହସର ପଟ୍ଟାନ୍ତର ନାହିଁ। ଓଡ଼ିଶା ରତ୍ନଗର୍ଭା। କିନ୍ତୁ ସରକାରଙ୍କ ଉଦାସୀନତା ଯୋଗୁଁ ଓଡ଼ିଶାବାସୀ ଗରିବ।…
Read More...