Home Tags Odishanews

Tag: odishanews

କୋଲକତା .- ଖରାପ ପାଗ କାରଣରୁ କୋଲକତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦୁଇଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ମାତ୍ର ଏମାନଙ୍କର ଦିଗ ପରିବର୍ତ୍ତନ କରାଯାଇ ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ଶନିବାର ସନ୍ଧ୍ୟାରେ କୋଲକତାରେ ପ୍ରବଳ ବର୍ଷା ସହ ପବନ ବହିଥିଲା...
କୋଲକତା .- ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି । ଚଳିତ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୨ଟି ଆସନ ଲାଭ କରିଥିବା ବେଳେ ବିଜେପି ୧୮ଟି ଆସନ ଲାଭ କରିଛି । ଏହାର ଗୋଟିଏ ଦିନ ପରେ ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କବିତା ଲେଖି ନିଜ ମନର ଭାବ ପ୍ରକାଶ କରିଛନ୍ତି । ଏହି କବିତାକୁ ମମତାଙ୍କ ଟ୍ୱିଟର...
ଲୋଇସିଂହା : ସର୍ବଶିକ୍ଷା ଅଭିଯାନ ଯୋଜନାରେ ସ୍ଥାନୀୟ ବ୍ଳକ ପରିସରରେ ରହିଥିବା ଗୋଷ୍ଠୀ ସାଧନ କେନ୍ଦ୍ରରେ ବର୍ଷ ବର୍ଷ ଧରି ଚାଲିଛି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ। ବର୍ତ୍ତମାନ ସୁଦ୍ଧା ନିଜସ୍ୱ କାର୍ଯ୍ୟାଳୟ ଗୃହ ନ ଥିବା ବେଳେ ନିର୍ମାଣ ପାଇଁ ମଧ୍ୟ କୌଣସି ଉଦ୍ୟମ ହେଉଥିବା ଜଣା ପଡୁ ନାହିଁ। ସ୍ଥାନୀୟ ବ୍ଳକର ପ୍ରାଥମିକ ଶିକ୍ଷକ ମାନଙ୍କ ଉକ୍ତ ଯୋଜନରେ ହେଉଥିବା ବିଭିନ୍ନ ତାଲିମ ଏବଂ ଅନ୍ୟାନ୍ୟ...
ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠ ବିଚାରପତିମାନଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ବିଚାର ପ୍ରକ୍ରିୟା ନେଇ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଦେବା ପୂର୍ବରୁ ଅର୍ଥାତ ପ୍ରାୟ ଏକ ସପ୍ତାହ ପୂର୍ବରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଲେଖିଥିବା...
ନୂଆଦିଲ୍ଲୀ : ଆଇପିଏଲ-୨୦୧୯ର ଆଜି(ରବିବାର)ରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ସମୟରେ କଲକାତା ନାଇଟ ରାଇଡରସ୍‍ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ କଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିଲା ବେଳେ ଦ୍ୱିତୀୟ ମ୍ୟାଚଟି ରାତି ୮ଟା ସମୟରେ ହାଇଦରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନରାଇଜରସ୍‍ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲସ୍‍ ମଧ୍ୟରେ ଅନୁଷ୍ଠିତ ହେବ। ଦଳ         ...
ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ ପ୍ରଦର୍ଶନ କରୁଥିଲେ । ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଯୁଗ୍ମ କମିଟି  ଛଅଟି ବର୍ଗର ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ  ପ୍ରସ୍ତାବ ଦେଇଥିଲେ । ଯେଉଁମାନେ ଅରୁଣାଚଳ ପ୍ରଦେଶର ନୁହନ୍ତି ମାତ୍ର ଅନେକ...
ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍‌ପି  ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍‌ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ ସୁରକ୍ଷାକର୍ମୀ ଓ ପୁଲିସ ଅଞ୍ଚଳକୁ ଘେରାଉ କରିବା ସହ ଯାଞ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । କୁଲଗାମର ତୁରିଗାମ ଅଞ୍ଚଳରେ ଏହି ଘଟଣା ଘଟିଛି...
ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।  ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ  ଓ୍ୱିନଷ୍ଟୋନ ପିଟରସ୍‌ ଏହି ନିନ୍ଦା ପ୍ରସ୍ତାବକୁ ଆଗତ କରିଥିଲେ । “ ଆମେ ଏହି ଆକ୍ରମଣକୁ ନିନ୍ଦା କରୁଛୁ , ଏହି ଦୁଃଖଦ ସମୟରେ ଆମେ ଭାରତ ସରକାରଙ୍କ ସହ ଅଛୁ ” ବୋଲି ପିଟରସ୍‌ କହିଛନ୍ତି ।...
ନୂଆଦିଲ୍ଲୀ ..-  ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍‌ହିଡ୍‌ ଭାରତ ପାଇଁ  ନୂତନ ଧରଣର ଏଫ୍‌-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର ବୈଶିଷ୍ଟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ଭାରତର ଟାଟା ଆଡଭାନସ୍‌  ସିଷ୍ଟମସ୍‌ ସହ ମିଶି କରି ଲକ୍‌ହିଡ୍‌ ଏହି ଯୁଦ୍ଧ ବିମାନ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି । ଲକ୍‌ହିଡ୍‌...
ନୂଆଦିଲ୍ଲୀ …-  ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି । ଆମେ ତାକୁ ଶେଷ କରିବୁ ବୋଲି ପୂର୍ବତନ ସେନା ମେଜର  ଜେନେରାଲ୍‌ ଜିଡି  ବକ୍ସି କହିଛନ୍ତି । ପୁଲୁଓ୍ୱାମା ଆକ୍ରମଣରେ  ୪୦ ଜଣ ସିଆର୍‌ପିଏଫ୍‌ ସହିଦ ହେବାପରେ ଏହା ପାକିସ୍ତାନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ  ପୂର୍ବତନ ମେଜର ଜେନେରାଲ୍‌ ଗଗନଦୀପ ବକ୍ସି କହିବା ସହ ଏହା କେବଳ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ଏହା ଯୁଦ୍ଧ ବୋଲି ସେ କହିଛନ୍ତି...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी