Browsing Tag

odisha news

ବିଜେଡି ଶିବିରରେ ବର୍ଷା

ଭୁବନେଶ୍ଵର: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଗୁରୁବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ମିଶିଛନ୍ତି। ସାଂସଦ ସସ୍ମିତ ପାତ୍ର…
Read More...

ଓଆରଏଚଡିସି ଦୁର୍ନୀତି ମାମଲା: ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ଵସ୍ତି

ଭୁବନେଶ୍ଵର: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ(ଓଆରଏଚଡିସି) ଦୁର୍ନୀତି ମାମଲାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ଵସ୍ତି ମିଳିଛି। ପରବର୍ତ୍ତୀ ଶୁଣାଣି…
Read More...

ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି; ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ। ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ବାଲେଶ୍ଵର ସର୍ବାଧିବ ୪୦.୫ ଡିଗ୍ରୀ…
Read More...

ଔଷଧ ଦୋକାନରେ ପଶିଲା ବାର୍‌ହା; ଉଦ୍ଧାର କଲା ବନବିଭାଗ

କେନ୍ଦୁଝର ସଦର: କେତେବେଳେ ରାସ୍ତା ନିର୍ମାଣ ତ କେତେବେଳେ ଖଣି ଖନନ ଆଦି ବିଭିନ୍ନ ଆଳ ଦେଖାଇ ବ୍ୟାପକ ଜଙ୍ଗଲ ନଷ୍ଟ କରିବା ଦ୍ୱାରା ବାସହରା ହୋଇ ପଡିଛନ୍ତି ବନ୍ୟପ୍ରାଣୀ। ଖାଦ୍ୟ ଅନ୍ୱେଷଣରେ ବନ୍ୟପ୍ରାଣୀ ହେଉଛନ୍ତି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଂଗ୍ରେସ ବିଧାୟକ ସୁୁରେଶ ରାଉତରାୟ ଦଳରୁ ବହିଷ୍କୃତ.. ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିବା ସୂଚନା.. ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଖରାରେ କାମ କରାଇବାକୁ…
Read More...

ସୁୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ଵର: କଂଗ୍ରେସ ବିଧାୟକ ସୁୁରେଶ ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଏନେଇ ଏଆଇସିସି ସାଧାରଣ ସମ୍ପାଦକ…
Read More...

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ନର୍ଲା: ଆଗକୁ ନିର୍ବାଚନ। ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳ ନିଜର ସଜବାଜ ଚଳାଇଥିବାବେଳେ ସୋମବାର ବିଜେଡି ରାଜ୍ୟ ସମ୍ପାଦକ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି ଦଳରୁ ଇସ୍ତାଫା…
Read More...

ସ୍ଵାମୀଙ୍କ ସହ ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ବର: ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।…
Read More...

ଆଜିଠୁ ୨ମାସ ଯାଏ ସମୁଦ୍ରରେ ମାଛ ଧରା ବନ୍ଦ

ପାରାଦୀପ: ଆଜିଠୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା। ମାଛ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ରାଜ୍ୟ ସରକାର ରୋକ୍‌‌ ଲଗାଇଛନ୍ତି। ଏପ୍ରିଲ ୧୫ରୁ ଜୁନ୍‌‌ ୧୪ ପର୍ଯ୍ୟନ୍ତ ମାଛଙ୍କ…
Read More...

ଡିଭାଇଡରରେ ପିଟି ହେଲା କାର୍‌: ବାପା-ଝିଅ ମୃତ, ୩ ଗୁରୁତର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଳକ୍ ୧୬ ନମ୍ବର ଜାତୀୟ ରାଜପଥର ଯଶଟିକିରି ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…
Read More...