Browsing Tag

odisha news

ରାଜଧାନୀରେ ଲୁଟ୍‌ ପାଇଁ ମହିଳା ଓ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୁଟ୍‌ ପାଇଁ ସେମାନେ ଯାତ୍ରୀ ଏବଂ ପଥଚାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି। ବୁଧବାର ଭୋର ସମୟରେ ଏପରି ଏକ ଘଟଣା…
Read More...

ହାତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଇଚ୍ଛୁକ କି ? ଆପଣାନ୍ତୁ ଏହି ଉପାୟ

ମୁହଁର ସୁନ୍ଦରତା ସହ ହାତର ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। କାରଣ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଦୁଇ ଗୁଣିତ କରିଥାଏ। ହାତ ଶୁଷ୍କ ଓ ଖରାର ପ୍ରଭାବରେ ହାତର ରଙ୍ଗ କମ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ…
Read More...

୨ ଡ଼େଙ୍ଗୁ ରୋଗୀ ଚିହ୍ନଟ

ବଲାଙ୍ଗୀର : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଘୁମସୁ ଗାଁରେ ଦୁଇ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବୁଧବାର ଜଣାପଡ଼ିଛି। ଗତ ୨୩ ତାରିଖରେ ସେମାନଙ୍କୁ ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,…
Read More...

ପଶ୍ଚିମବଙ୍ଗରେ କମିଶନ ନେଲେ ଆଜୀବନ ଜେଲ, ଓଡ଼ିଶାରେ କେବେ ?

କୋଲକାତା: ସରକାରୀ ଯୋଜନାଗୁଡ଼ିକର ଲାଭାର୍ଥରୁ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀମାନେ କମିଶନ ନେବା ଦ୍ବାରା ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ନିମ୍ନମାନର ହେଉଛି। ଏହାକୁ ନେଇ ଅନେକ ସମୟରେ ଜନସାଧାରଣଙ୍କ…
Read More...

ଚନ୍ଦ୍ରବାବୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭାଙ୍ଗିଲେ ଜଗନ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦେଶ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ‘ପ୍ରଜା ବେଦିକା’ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି।…
Read More...

ବନ୍ଧୁପତ୍ନୀଙ୍କୁ ବିବାହ ପାଇଁ ବନ୍ଧୁଙ୍କୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ବନ୍ଧୁର ପତ୍ନୀଙ୍କୁ ବିବାହ କରିବା ଲାଗି ଜଣେ ଯୁବକ ନିଜ ବନ୍ଧୁଙ୍କୁ ହତ୍ୟା କରିଛି। ପଶ୍ଚିମ ଦିଲ୍ଲୀର ଜାଖିରା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଗଲକେଶଙ୍କୁ ପୁଲିସ ଗିରଫ କରିବା ପରେ ଘଟଣାର…
Read More...

ଜେଲରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପାଟଣାଗଡ ବିଧାୟକ

ପାଟଣାଗଡ : ଜଣେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠ୍‍-ବସ କରି ଚର୍ଚ୍ଚାରେ ରହିଥିବା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ପୁଲିସ ନୂଆପଡାରୁ ଗିରଫ କରିବା ପରେ ଗତକାଲି ଜେଲ ହାଜତକୁ ପଠାଇ…
Read More...

ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଖାରିଗୁଡ଼ା ରାସ୍ତା ନିକଟ ଜଙ୍ଗଲରୁ ମଙ୍ଗଳବାର ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଦିନ ଦ୍ୱିପ୍ରହରରୁ ଘରେ କୌଣସି କାରଣରୁ…
Read More...

ଖୋଲାଖୋଲି ବିକ୍ରି ହେଉଛି ବିକ୍ରୟ ନିଷେଧ ଔଷଧ,ମୋବାଇଲରେ ହେଉଛି ଏମଆରଆଇ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ‘ସ୍ୱାସ୍ଥ୍ୟସେବା ଭଗବାନଙ୍କ ହାତରେ’ ଏକ ବିସ୍ତୃତ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା। ସୋମବାର ଜଣେ ଫାର୍ମାସିଷ୍ଟ ଫିଜିସିଆନ ସାମ୍ପୁଲ ବା ବିକ୍ରୟ ନିଷେଧ ଔଷଧ ଲୋକଙ୍କୁ ଚଢା…
Read More...

ବଲାଙ୍ଗୀର ମେଡିକାଲରେ ପିଛା ଛାଡୁନି ଅବ୍ୟବସ୍ଥା

ବଲାଙ୍ଗୀର : ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ପୁଣି ସେହି ପୁରୁଣା ଦୃଶ୍ୟ ଦେଖିବାକୁ ମିଳିଛି। ସିଡିଏମଓଙ୍କ ଠାରୁ ଦାୟିତ୍ୱ କାଢି ଦିଆଯାଇ…
Read More...