Browsing Tag

odisha news odia news

ପୁଣି ଜୀବନ ହାରିଲେ ଚାଷୀ

ସୁନ୍ଦରଗଡ: ନିଆଳିପାଳିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ପୂର୍ଣ୍ଣଚନ୍ଦ୍ର ସେଠ । ଫସଲ ହାନି ଯୋଗୁଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା…
Read More...

ଟ୍ରେନ୍ ଦୁର୍ଘଟଣା ପରେ ରାମଲୀଳା ଆୟୋଜକ ଫେରାର, ଦେଖନ୍ତୁ ସିସିଟିଭି ଫୁଟେଜ୍

ଅମୃତସର:  ପଞ୍ଜାବର ଅମୃତସରରେ ଦଶହରା ସଂଧ୍ୟାରେ ଟ୍ରେନ୍ ଦୁର୍ଘଟଣାରେ ୬୧ ଜଣଙ୍କ ଜୀବନ ହାନି ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ରାଜନୌତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ…
Read More...

ଷ୍ଟେସନରୁ ନାବାଳିକାକୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରେଳ ଷ୍ଟେସନରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇ ଥିବା ନେଇ ତାଙ୍କ ଆଈ ଅଭିଯୋଗ ଆଣିଛନ୍ତି । ଷ୍ଟେସନ ସ୍ଥିତ ଜିଆରପି ଥାନାରେ ଏହି ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଯିବା ପାଇଁ ଆଈ ଓ…
Read More...

ତିତଲିରେ ୬୧ ଜଣଙ୍କ ମୃତ୍ୟୁ; ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ତିତଲି ବାତ୍ୟା ଓ ବନ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।   ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ବିଷୟରେ  ଯାଞ୍ଚ ଚାଲିଛି ।…
Read More...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଗିରଫ

ଜଗତସିଂହପୁର: ତିର୍ତ୍ତଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଗତକାଲି ଘରେ ନାବାଳିକା ଘରେ ଶୋଇଥିବା…
Read More...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ

ପୁରୀ: ଦିନ କେଇଟା ପରେ କର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବା ବେଳେ ଶନିବାର ଶ୍ରୀମନ୍ଦିରରେ କର୍ତ୍ତିକ ନୀତି ଅନୁଷ୍ଠିତ ହୋଇଛି । ସକାଳଧୂପ ସମୟରେ ଶ୍ରୀଜିଉଙ୍କ ନିକଟରେ ବାଳଭୋଗ ନୀତି ସମ୍ପନ୍ନ ହୋଇଛି । ଆଜିଠାରୁ ପ୍ରାୟ…
Read More...

ବସ ଦୁର୍ଘଟଣାରେ ୧୦ ଯାତ୍ରୀ ଗୁରୁତର

ମାଲକାନଗିରି: ଜୟପୁରରୁ ଚିତ୍ରକୋଣ୍ଡା ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ…
Read More...

ହିତାଧିକାରୀମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା କର୍ଡ ବଣ୍ଟନ

ନେମାଳ: ରବିବାର ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ କର୍ଡ ବଣ୍ଟନର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ସୁରେଶ…
Read More...