Browsing Tag

odisha news odia news

କରୋନା ସଂକ୍ରମଣ: ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଚୀନ୍ ଠାରୁ ଅଧିକ

ଭୁବନେଶ୍ବର: କରୋନା ଭୂତାଣୁ ଚୀନରୁ ବାହାରି ସାରା ବିଶ୍ବକୁ ବ୍ୟାପିଛି । କୋଟିଏରୁ ଅଧିକ ଲୋକ ବସବାସ କରୁଥିବା ଉହାନ ସହରରେ ୩ ହଜାର ମୁଣ୍ଡ ଗିଳିବା ପରେ କରୋନା ବିଦେଶକୁ ଡ଼ିଆଁ ମାରିଥିଲା । ଏବେ ଉହାନ ସହ ଆଉ ଚୀନ…
Read More...

ଅତି ଭୀଷଣ ଝଡ଼ ରୂପ ନେଉଛି ‘ଅମ୍ଫାନ’: ଆସନ୍ତାକାଲିଠାରୁ ବର୍ଷା ଆଶଙ୍କା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇଛି । ଘଣ୍ଟାକୁ ୫ କିଲୋମିଟର ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ଓ ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ…
Read More...

‘ଅମ୍ଫାନ୍‌’ ମୁକାବିଲା: ୧୧ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳ ଓ ୭ହଜାର ପକ୍କା ଗୃହ ଚିହ୍ନଟ

ଭୁବନେଶ୍ବର: ‘ଅମ୍ଫନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନରେ ରଖାଯାଇପାରିବ ସେଥିନେଇ ରାଜ୍ୟର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ…
Read More...

କରୋନା କଷଣ: ଇଞ୍ଜିନିଅରିଂ କ୍ଷେତ୍ର ସବୁଠାରୁ ପ୍ରଭାବିତ ; ୭୨% ଖୋଜୁଛନ୍ତି ଚାକିରି

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ଦେଖାଇଛି ତାହାର ଭୟଙ୍କର ରୂପ । ଲୋକଙ୍କ ଜୀବନ ଯାଇଛି, ଜୀବିକା ବି ଯାଇଛି । ଭୟ ସାଙ୍ଗକୁ ଭୋକ ଲୋକଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି । ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ସ୍ଥିତି…
Read More...

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସେବକ…
Read More...

ପୁଣି ଭାରରେ ବୁହା ହେଲା ମୃତଦେହ

କଳାହାଣ୍ଡି: କଳାହାଣ୍ଡି ଜିଲାରେ ପୁଣି ମୃତଦେହ ଭାରରେ ବୁହା ହେବା ଭଳି ଘଟଣା ଦେଖିବାକୁ ମିଳିଛି । ମୃତଦେହ ନେବାକୁ ଗାଡି ନମିଳିବାରୁ ସେଦିନ ଦାନମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୁହାଇ ନେଇଥିଲା । ଆଜି ମୃତଦେହ…
Read More...

କାଶ୍ମୀର; ସୋପୋରରେ ଆତଙ୍କବାଦୀ ଆକ୍ରମଣ, ଜଣେ ଶିଶୁ ସମେତ ୪ ଗୁରୁତର

ଶ୍ରୀନଗର : ପୁଣି ପାକ୍ ସେନା ଅସ୍ତ୍ରବିରତି ଉଲଂଘନ କରିଛନ୍ତି । କାଶ୍ମୀରର ସୋପୋରରେ ପାକ୍ ସେନାଙ୍କ ପକ୍ଷରୁ ଗୋଳା ବାରୁଦ ବର୍ଷଣ କରାଯାଇଛି । ଏଥିରେ ଜଣେ ଶିଶୁଙ୍କ ସମେତ  ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି ।…
Read More...

୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର…
Read More...

୩ଟି ଗାଡି ପରସ୍ପର ମଧ୍ୟରେ ଧକ୍କା; ୫ ମୃତ

ବିଜନୋର: ଉତ୍ତରପ୍ରଦେଶର ବିଜେନୋରରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି । ତିନୋଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, କୋତବାଲି ସହରର ବିଜନୋରର ଝାଲୁ…
Read More...

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ସମ୍ବଲପୁର : ଶନିବାର ଅପରାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଟ୍ରେନଟି ଷ୍ଟେସନ ଠିଆ ହୋଇଥିବା ​‌ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ…
Read More...