Browsing Tag

odisha news

ବିମାନରେ ସିଗାରେଟ ଟାଣି ଜଣେ ଗିରଫ, ଦେବେ ୧ ଲକ୍ଷ ଜୋରିମାନା

ପାଟନା : ବେଙ୍ଗାଲୁରୁରୁ ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ (୬ଇ୪୮୫)ରେ ଶୁକ୍ରବାର ସିଗାରେଟ ଟାଣୁଥିବାବେଳେ ଧରାପଡ଼ି ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଦୀପକ କୁମାର ଶର୍ମା…
Read More...

ନବଜାତ କନ୍ୟାକୁ ଡ୍ରେନରେ ଫିଙ୍ଗିଲେ ମହିଳା, ବଞ୍ଚାଇଲେ ୨ କୁକୁର

ଚଣ୍ଡିଗଡ଼ : ହରିୟାଣାର କାଇଥାଲ ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଏକ ନବଜାତ ଶିଶୁକନ୍ୟାକୁ ପ୍ଲାଷ୍ଟିକ ବ୍ୟାଗରେ ପୂରାଇ ଡ୍ରେନରେ ଫିଙ୍ଗିଦେଇଥିଲାବେଳେ ୨ଟି କୁକୁର ନବଜାତକକୁ ଉଦ୍ଧାର…
Read More...

କେଜରିୱାଲ ଏବଂ କୁମାର ବିଶ୍ୱାସଙ୍କ ସମ୍ପତ୍ତି କୋରକ କରିବାକୁ ଚେତାବନୀ ଦେଲେ କୋର୍ଟ

ପ୍ରୟାଗରାଜ : ଏକ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ମାମଲାରେ ଆମ ଆଦମୀ ପାର୍ଟି (ଆପ)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କୁମାର ବିଶ୍ୱାସ ଏବଂ ଅନ୍ୟ କେତେକ ଅଭିଯୁକ୍ତଙ୍କ ସମ୍ପତ୍ତି କୋରକ…
Read More...

ଅଂସାରଉଲ୍ଲାର ୧୬ ଠିକଣା ଉପରେ ଏନଆଇଏ ଚଢଉ

ଚେନ୍ନଇ : ଜାତୀୟ ତଦନ୍ତକାରୀ ସଂଗଠନ (ଏନଆଇଏ) ଶନିବାର ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଷଡ଼ଯନ୍ତ୍ର ରଚୁଥିବା ଆତଙ୍କବାଦୀ ସଂଗଠନ ଅଂସାରଉଲ୍ଲାର ତାମିଲନାଡୁସ୍ଥିତ ୧୬ ଠିକଣା ଉପରେ ଚଢଉ କରିଛି। କୁହାଯାଉଛି ଯେ ଏହି…
Read More...

‘ଆଗରା’ ଜରିଆରେ ବଲିଉଡ଼କୁ ଫେରୁଛନ୍ତି ଆଶିକି ଷ୍ଟାର ରାହୁଲ ରୟ

ମୁମ୍ବଇ : ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆଶିକି’ ଜରିଆରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଅଭିନେତା ରାହୁଲ ରୟ। କିନ୍ତୁ ଏହାପରେ ତାଙ୍କ ଯାଦୁ ଆଉ କାମ କରି ନଥିଲା ଓ ସେ ବଲିଉଡ଼ରୁ କିଛି ସମୟ…
Read More...

ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲେ ୯୭ ଯାତ୍ରୀ

ଅହମଦାବାଦ : ଅହମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ସକଳେ ଉଡ଼ାଣ ଭରିବାର ୧୦ ମିନିଟ ପରେ ପକ୍ଷୀ ପିଟି ହେବାରୁ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି। ସୂଚନା…
Read More...

୬ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ୬ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହି କ୍ରମରେ ଆନନ୍ଦିବେନ ପଟେଲଙ୍କୁ ଉତ୍ତରପ୍ରଦେଶର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଯେ…
Read More...

ବର୍ଷିୟାନ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ

ନୂଆଦିଲ୍ଲୀ : ବର୍ଷିୟାନ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶନିବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।…
Read More...

ଭାଣିଜୀର କାଠଫାଳିଆ ମାଡ଼ରେ ମାମୁଁ ମୃତ

ବାଲେଶ୍ୱର : ବାଲେଶ୍ବର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଦା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ତେଲି ସିଂ(୪୨)।…
Read More...

ଆକାଶ ମାର୍ଗ ବନ୍ଦ କରି ୫ହଜାର କୋଟି କ୍ଷତି ସହିଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ନିଷ୍ପତ୍ତି ନିଜ ଉପରେ ଭାରି ପଡିଛି । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଥିବା ପାକିସ୍ତାନ ୫ ଖରବ (୫ହଜାର କୋଟି ଟଙ୍କା) କ୍ଷତି ସହିଛି । ଏକ ଗଣମାଧ୍ୟମ…
Read More...