Home Tags Odisha New

Tag: Odisha New

ବେଙ୍ଗାଲୁରୁ: ଭାରତରେ ତେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହି ଧାରା ଜାରି ରହିଲେ ଖୁବ୍‍ ଶୀଘ୍ର ତେଲ ଦର ୧୦୦ ଟଙ୍କା ଟପିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯଦି ତେଲ ଦର ୧୦୦ ଟଙ୍କା ଟପିଯାଏ ତେବେ ଗ୍ରାହକମାନେ ପ୍ରଭାବିତ ହେବା ସହିତ ଦେଶର ସମସ୍ତ ପେଟ୍ରୋଲ୍‍ ପମ୍ପ ବନ୍ଦ ହୋଇଯିବ। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ସତ। ୨୦୦୦ ମସିହା ଆରମ୍ଭ...
ନୂଆଦିଲ୍ଲୀ: ଭାରତ ଶାନ୍ତିରେ ବିଶ୍ୱାସ କରେ। ଏହାକୁ ବଜାୟ ରଖିବାକୁ ଚାହେଁ। କିନ୍ତୁ ଏଥିପାଇଁ ଦେଶର ସାର୍ବଭୌମତ୍ୱ ସହିତ ବୁଝାମଣା କରାଯାଇପାରିବ ନାହିଁ। ସୈନ୍ୟ ବାହିନୀ ଉଚିତ ଜବାବ ଦେବେ। ‘ମନ୍‍ କି ବାତ୍‍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତ-ପାକ୍‍ ସୀମାନ୍ତରେ ଆତଙ୍କବାଦୀ ତାଲିମ ଶିବିର ଉପରେ ଭାରତୀୟ ସେନାଙ୍କ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ର ଦ୍ୱିବାର୍ଷିକ ପୂର୍ତ୍ତିର...
ଭୁବନେଶ୍ୱର : ବ୍ରହ୍ମପୁର ମହାନଗର ନିଗମ ସମେତ ରାଜ୍ୟର ୬୬ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶନିବାର ଶେଷ ହୋଇଛି। ସେହିସବୁ ସ୍ଥାନରେ ରାଜ୍ୟ ସରକାର ପ୍ରଶାସକ ନିଯୁକ୍ତି ଦେଇଛନ୍ତି। ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥାନ ସଂରକ୍ଷଣକୁ ନେଇ ମାମଲା ଯୋଗୁଁ ସରକାର ନିର୍ବାଚନ କମିଶନଙ୍କୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସଂକ୍ରାନ୍ତ ତଥ୍ୟ ଦେଇପାରି ନଥିବାରୁ ଯଥାସମୟରେ ନିର୍ବାଚନ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी