Browsing Tag

odisha

ସା​‌ଢେ ୮ଟା ସୁଦ୍ଧା ୩୬ ଟପିଲା: ୩୬.୨ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲାଣି ପାରଦ। ୩୬.୨ ଡିଗ୍ରୀ ସହ ଭବାନୀପାଟଣା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ…
Read More...

ମେଟ୍ରୋ ପାଇଁ ଜନପଥରେ ସର୍ଭେ

ଭୁବନେଶ୍ଵର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ ହୋଇଛି। ବାଣୀ ବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଜାରି ରହିଛି। ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା  ଜନପଥରେ ପ୍ରସ୍ତାବିତ ୪…
Read More...

ଟ୍ରକ୍‌ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ସୁନ୍ଦରଗଡ: ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୩ ଜଣଙ୍କ ଜୀବନ। ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଦର୍ଲିପାଲି ଏନଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଟ୍ରକ ଧକ୍କାରେ ୩…
Read More...

ଆଉ ୪ ଦିନ ଅସମ୍ଭାଳ ତାତି

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗକୁ ଆହୁରି ବଢ଼ିବ ତାପମାତ୍ରା ଏବଂ…
Read More...

ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର : ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି (ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା…
Read More...

ଜାଣନ୍ତୁ ଆଜି ରାଶି ଅନୁସାରେ କେମିତି ରହିବ ଆର୍ଥିକ ସ୍ଥିତି: ଶୁକ୍ରବାର ରାଶିଫଳ

ମେଷ: ଭାବ ପ୍ରବଣତା ଓ ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ପରିସ୍ଥିତିରେ ପଡ଼ିଲେ ବି ଯେପରି ନୈତିକ ମୂଲ୍ୟବୋଧର ଅଧପତନ ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସୁସ୍ଥ ଜୀବନ ବିତାଇବେ। ବୃଷ: ଆଜି ଦିନଟି…
Read More...

ମାଆ, ପୁଅକୁ ବୀଭତ୍ସ ହତ୍ୟା

କୁଚିଣ୍ଡା: ମାଆ ଏବଂ ପୁଅକୁ ବୀଭତ୍ସ ହତ୍ୟା। ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ପଶି ମାଆ ସହ ଦେଢ ବର୍ଷର ପୁଅକୁ ହତ୍ୟା କରାଯାଇଛି। ଭାଈ ବୋହୂ ସହ ପୁତୁରାକୁ ଟାଙ୍ଗିଆରେ ହାଣି ମାରିଛି ଦେଢଶୂର।…
Read More...

ପିକଅପ୍ ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ମୋହନା: ମୋହନା ପୁଲିସକୁ ବଡ ସଫଳତା ମିଳିଛି। ସୋର କମଳାପୁର ଗେଟ୍ ନିକଟରୁ ପୁଲିସ୍ ୧୦ କ୍ଵିଣ୍ଟାଲର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ନାକା ଗେଟ୍ ରେ ପୁଲିସ୍ ଯାଞ୍ଚ କରୁଥିବାବେଳେ ଏକ ପିକଅପ…
Read More...

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଡି ହୋଇ ସ୍ଵାମୀ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡି ହୋଇ ଦମ୍ପତ୍ତି ଗୁରୁତର ହୋଇଛନ୍ତି। ଗତ କିଛି ଦିନ ହେବ ସଞ୍ଜୟ ହୋ ଏବଂ ତାଙ୍କ ପତ୍ନୀ ସସ୍ମିତାଙ୍କ ମଧ୍ୟରେ…
Read More...

ସାଢେ ୮ରେ ୩୬ ଡିଗ୍ରୀ ଛୁଇଁଲା: ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଲାଣି। ୩୬ ଡିଗ୍ରୀ ସହ ଆଜି ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେରରେ ୩୫.୨, ବାରିପଦା ଓ…
Read More...