Home Tags Odish news

Tag: Odish news

ଭୁବନେଶ୍ୱର : ଚତୁର୍ଥ ପର୍ୟ୍ୟାୟ ତଥା ରାଜ୍ୟ ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନରେ ୧୭ ଜଣ କୋଟିପତି ପ୍ରାର୍ଥୀ ରହିଥିବା ଜଣାପଡିଛି । ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୫୨ ଜଣ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷରେ ରହିଛନ୍ତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ବାଲେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏହି ତାଲିକାର ପ୍ରଥମ...
ଜୟପୁର : ଆଇପିଏଲ-୨୦୧୯ର ସୋମବାର ମ୍ୟାଚରେ ରାଜସ୍ଥାନର ସୱାଇ ମନସିଙ୍ଗ ଷ୍ଟାଡିୟମରେ ରାଜସ୍ଥାନ ରୟାଲସ୍ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ୪୦ତମ ମ୍ୟାଚ୍ ଆଉ କିଛି ସମୟ ମଧ୍ୟରେ ରାତି ୮ଟାରେ ଅନୁଷ୍ଠିତ ହେବ। ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲସ୍ ଦଳ ୯ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ମାତ୍ର ତିନୋଟି ମ୍ୟାଚରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୬ପଏଣ୍ଟ୍ ସହ ୭ମ ସ୍ଥାନରେ...
ନୂଆଦିଲ୍ଲୀ: ଅତି ସୁରକ୍ଷିତ ଶ୍ରେଣୀ କୁହାଯାଉ ଥିବା ଦୂରନ୍ତ ଏକ୍ସପ୍ରେସ୍‌ର ଏସି କୋଚରେ ଗୁରୁବାର ସକାଳେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ଜଣେ ବ୍ୟକ୍ତି ନିଜର ଅଭିଯୋଗ ରେଲୱେ କମ୍ପପ୍ଲେନ ପୋର୍ଟାଲା ମାଧ୍ୟମରେ ଜଣାଇଛନ୍ତି । ଏହି ଘଟଣା ପରେ ଏବେ ରେଲୱେ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗାକରୀ ଅଶ୍ବନୀ କୁମାର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆଜି ସକାଳେ ଜାମ୍ମୁରୁ...
ଭୁବନେଶ୍ୱର : ଆସ କରିବା ଏତେ ବୋବାଲ ...ଓଡ଼ିଶା ନାଁ ହେବ ଗ୍ଲୋବାଲ। ଏଭଳି ଓଡ଼ିଆ ସଙ୍ଗୀତରେ କମ୍ପିବ ହକି ବିଶ୍ୱକପ। କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ଲାଗି ପ୍ରସ୍ତୁତ ହୋଇଛି ଓଡ଼ିଆ ଗୀତ। ଡ. ନୀଳମାଧବ ପଣ୍ଡାଙ୍କ ପ୍ରଯୋଜନାରେ ଓଡ଼ିଆରେ ଏକ ଚମତ୍କାର ମ୍ୟୁଜିକ୍‍ ଭିଡ଼ିଓ ପ୍ରସ୍ତୁତ କରାଯାଇଛି। ଯାହାର ନାମ ହୋଇଛି ଆସ...
ମୁମ୍ବଇ : ଚଳିତ ଦିନିକିଆ ସିରିଜ୍‍ର ପ୍ରଥମ ୩ଟି ମ୍ୟାଚ୍‍ ସଂଘର୍ଷପୂର୍ଣ୍ଣ ହେବା ପରେ ସୋମବାର ୪ର୍ଥ ଦିନିକିଆକୁ ଏକତରଫା ଭାବେ ଭାରତ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାରକରି ଭାରତ ୨୨୪ ରନ୍‍ରେ ବିପୁଳ ବିଜୟ ହାସଲ କରିଛି। ଭାରତୀୟ ଦିନିକିଆ ଇତିହାସରେ ଏହା ୩ୟ ସର୍ବାଧିକ ରନ୍‍ ବ୍ୟବଧାନରେ ବିଜୟ ଏବଂ ଏକ ଟେଷ୍ଟ ଖେଳୁଥିବା ଦେଶ ବିପକ୍ଷରେ ସର୍ବାଧିକ ରନ୍‍...
ଭୁବନେଶ୍ୱର : ଟିଭିଏସ୍‍ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‍ ଜୁପିଟର୍‍ ଗ୍ରାଣ୍ଡେର ଉନ୍ମୋଚନ କରାଯାଇଛି। ଏହି ସ୍ୱତନ୍ତ୍ର ଏଡିସନ୍‍ ଜୁପିଟରରେ ଅନେକ ପ୍ରକାର ନୂତନ ବୈଶିଷ୍ଟ୍ୟ ରହିଛି ଓ ଏହା ଷ୍ଟାର୍‍ଲାଇଟ୍‍ ବ୍ଲୁ ରଙ୍ଗରେ ଉପଲବ୍ଧ। ପ୍ରଥମ ଥର ପାଇଁ ଟିଭିଏସ୍‍ ଜୁପିଟର୍‍ର ଗ୍ରାଣ୍ଡେରେ ସାର୍ପ ଏଲ୍‍ଇଡି ଟେକ୍‍ ହେଡଲ୍ୟାମ୍ପ୍‍ ସହିତ ପୋଜିସନ୍‍ ଲ୍ୟାମ୍ପ୍‍ ଏବଂ ଡିଜିଟାଲ୍‍ ଆନାଲୋଗ ମିଟର ସହିତ ଇକୋନୋମିଟର ବ୍ୟବହାର କରାଯାଇଛି। ଏଥିରେ...
କଟକ : ନୂଆଦିଲ୍ଲୀରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ୨ୟ ବିଜୟ ହାସଲ କରିଛି। ଗୁରୁବାର ଫିରୋଜଶାହା କୋଟ୍‍ଲା ଗ୍ରାଉଣ୍ଡରେ ଖେଳା ଯାଇଥିବା ଏଲିଟ୍‍ ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ ସୌରାଷ୍ଟ୍ରକୁ ୫୨ ରନ୍‍ରେ ଓଡ଼ିଶା ପରାସ୍ତ କରିଛି। ବିପ୍ଳବ ସାମନ୍ତରାୟଙ୍କ ଅର୍ଦ୍ଧଶତକ ପରେ ସ୍ପିନର ଚମତ୍କାର ବୋଲିଂକରି ଓଡ଼ିଶାକୁ ବିଜୟୀ କରିଛନ୍ତି। ବିପ୍ଳବଙ୍କ ୬୨ ରନ୍‍ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା...
ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ଏବଂ ଝାରସୁଗୁଡ଼ାର ବିମାନବନ୍ଦର ଲୋକପର୍ଣ କରିବା ଲାଗି ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଦନିକିଆ ଗସ୍ତ। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ତାଳଚେର ଓ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକାଧିକ ସରକାରୀ କାର୍ଯ୍ୟକ୍ରମ ଏବଂ ସାଧାରଣ ସଭା ନିମନ୍ତେ ୧୦୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी