Browsing Tag

odiaha news

ନବବଧୂକୁ ଅପହରଣ ଓ ଗଣବଳାତ୍କାର; ପୂର୍ବତନ ପତ୍ନୀ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ : ଜଣେ ଛାଡ଼ପତ୍ନୀ ନିଜର ପୂର୍ବତନ ସ୍ୱାମୀ ଏବଂ ତାର ନବବଧୂକୁ ଅପହରଣ କରାଇ ଗଣବଳାତ୍କାର ଭଳି ଅପରାଧ ଭିଆଇବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହା ହରିୟାଣାର ଅମ୍ବଲା ଜିଲାରେ ବୁଧବାର ଦିନ…
Read More...

ବାତ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ବାତ୍ୟା ଆଶଙ୍କା କରି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସହିତ ଏହାର ମୁକାବିଲା ପାଇଁ ନିର୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ…
Read More...

ବିଜ୍ଞାପନରେ ଭଗବାନ ଗଣେଶଙ୍କୁ ହାତୀ ସମ୍ବୋଧନ, କ୍ଷମା ମାଗିଲା ଟ୍ରମ୍ପଙ୍କ ଦଳ

ହୋଷ୍ଟନ : ଏକ ଖବରକାଗଜ ବିଜ୍ଞାପନରେ ଭଗବାନ ଗଣେଶଙ୍କୁ ହାତୀ ବୋଲି ସମ୍ବୋଧନ କରି ଆମେରିକାର ଶାସକ ଦଳ ରିପବ୍ଲିକାନ ପାର୍ଟି ସମାଲୋଚନାର ସରବ୍ୟ ହେବା ପରେ ହିନ୍ଦୁଙ୍କ ନିକଟରେ କ୍ଷମା ମାଗିଛି। ଉଲ୍ଲେଖ ଯୋଗ୍ୟ ଯେ…
Read More...

ମୁଲାକାଲଙ୍କୁ ଦାୟିତ୍ୱମୁକ୍ତ କଲେ ପୋପ୍‍; ଶୀଘ୍ର ଗିରଫ ହେବା ଆଶଙ୍କା

ନୂଆଦିଲ୍ଲୀ : କେରଳୀ ନନ୍‍ଙ୍କ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ ପୋପ୍‍ ଫ୍ରାନ୍ସିସ୍‍ ଦାୟିତ୍ୱମୁକ୍ତ କରିଛନ୍ତି। ତାଙ୍କ ସ୍ଥାନରେ ବମ୍ବେ ଏମେରିଟସ୍‍ ଆର୍କଡାଇୟୋସେସ୍‍ ଆଞ୍ଜେଲୋ…
Read More...

ଜାମ୍ମୁ-କାଶ୍ମୀର ଡିଜିପି ରହିବେ ଦିଲବାଗ ସିଂହ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ପୁଲିସ ମହାନିର୍ଦେଶକ (ଡିଜିପି) ଦିଲ୍‍ବାଗ ସିଂହ ତାଙ୍କ ପଦ ବଜାୟ ରଖିବେ ବୋଲି ସୁପ୍ରିମକୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି। ଡିଜିପି ନିଯୁକ୍ତି…
Read More...

ଦନ୍ତାହାତୀ ଆକ୍ରମଣରେ ମନ୍ଦିର ପୂଜକ ଗୁରୁତର

ଢେଙ୍କାନାଳ: ଅଙ୍କରାନ୍ତିପୁର ଶବର ସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମନ୍ଦିରର ପୂଜକ ଗୁରୁତର ହୋଇଛନ୍ତି। ତାଙ୍କ ନାମ ଶ୍ରୀନିବାସ ଦେହୁରୀ। ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଦନ୍ତାହାତୀଟି ତାଙ୍କୁ ଆକ୍ରମଣ…
Read More...