Home Tags Odiaha news

Tag: odiaha news

ନୀଳଗିରି : ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ ଦେଖିବାକୁ ମିଳିଛି। ଗୋପାଳପୁର ନିକଟ ଜଙ୍ଗଲରେ ୨୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି। ହାତୀପଲ ଝାରଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି। ହାତୀପଲ ବେତନଟୀ ରେଞ୍ଜ ନଡପୁର ମଧ୍ୟ ଦେଇ ପ୍ରବେଶ କରିଛନ୍ତି। ହାତୀପଲ ଗାଁ ମୁହାଁ ହେଉଥିବା ଆଶଙ୍କା କରି ଗୋପାଳପୁର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଇଥିବା...
କଲମପୁର : ଥୁଆମୁଲ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆରେ ଗତ ତିନି ଦିନ ଧରି ଚାଲିଥିବା ବିଦ୍ୟାଳୟର ୨୦ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‍ଯାପିତ ହେଇଯାଇଛି। ଗତ ଗୁରୁବାର ଦିନ ମାଁ ମାଣିକେଶ୍ୱରୀଙ୍କ ପୀଠରୁ କ୍ରୀଡା ମଶାଲ ଗ୍ରହଣ କରି ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ବିଦ୍ୟାଳୟର ଖେଳପଡିଆକୁ ଆସିଥିଲେ।...
ଅନୁଗୁଳ: ଅନୁଗୁଳରେ ସଫେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି। ଅନୁଗୁଳ ପୌରପାଳିକା ଅଧୀନରେ ଠିକାଦାରମାନଙ୍କ ପାଖରେ ସଫେଇ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ। ତେବେ ସଫେଇ କର୍ମଚାରୀମାନେ ମଙ୍ଗଳବାର ଦିନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ଆଜି ସକାଳ ସମୟରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି।
କୋଚି : ନନ୍‍ଙ୍କ ବଳାତ୍କାର ମାମଲାରେ ଗିରଫ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ ଆକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁଲାକାଲଙ୍କ ଦୁଇଦିନିଆ ହଜାତ ମିଆଦ ସୋମବାର ଶେଷ ହେବା ପରେ ତାଙ୍କୁ କୋଟ୍ଟାୟମ ମାଜିଷ୍ଟ୍ରେଟ୍‍ଙ୍କ ଅଦାଲତରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ୍‍ ତାଙ୍କୁ ୧୨ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ। ରବିବାର ବିଶପ୍‍ଙ୍କୁ କୁରାବିଲଙ୍ଗଡ଼ସ୍ଥିତ ସେଣ୍ଟ ଫ୍ରାନ୍‍ସିସ୍‍ ମିଶନ...
ନୂଆଦିଲ୍ଲୀ : ଜଣେ ଛାଡ଼ପତ୍ନୀ ନିଜର ପୂର୍ବତନ ସ୍ୱାମୀ ଏବଂ ତାର ନବବଧୂକୁ ଅପହରଣ କରାଇ ଗଣବଳାତ୍କାର ଭଳି ଅପରାଧ ଭିଆଇବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହା ହରିୟାଣାର ଅମ୍ବଲା ଜିଲାରେ ବୁଧବାର ଦିନ ଘଟିଛି। ଶୁକ୍ରବାର ପୁଲିସ୍‍ ଘଟଣାର ପର୍ଦ୍ଦାଫାସ କରିଛି। ପୀଡ଼ିତାର ସ୍ୱାମୀଙ୍କ କହିବା ଅନୁସାରେ ସେ ୫ ବର୍ଷ ତଳେ ଗୁରୁଗ୍ରାମର ଅଭିଯୁକ୍ତା ଜଣଙ୍କୁ ବିବାହ କରିଥିଲେ। ହେଲେ ସାଂସାରିକ...
ଭୁବନେଶ୍ୱର : ବାତ୍ୟା ଆଶଙ୍କା କରି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସହିତ ଏହାର ମୁକାବିଲା ପାଇଁ ନିର୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବା ଏବଂ ଲୋକଙ୍କ ପାଇଁ ଯଥେଷ୍ଟ ପରିମାଣର ରିଲିଫ ସାମଗ୍ରୀ ବ୍ୟବସ୍ଥା କରିବାକୁ ସେ ନିର୍ଦେଶ ଦେଇଛନ୍ତି। ବାତ୍ୟା ପରେ ସଡ଼କ ନଷ୍ଟ ହେବା ସହିତ...
ହୋଷ୍ଟନ : ଏକ ଖବରକାଗଜ ବିଜ୍ଞାପନରେ ଭଗବାନ ଗଣେଶଙ୍କୁ ହାତୀ ବୋଲି ସମ୍ବୋଧନ କରି ଆମେରିକାର ଶାସକ ଦଳ ରିପବ୍ଲିକାନ ପାର୍ଟି ସମାଲୋଚନାର ସରବ୍ୟ ହେବା ପରେ ହିନ୍ଦୁଙ୍କ ନିକଟରେ କ୍ଷମା ମାଗିଛି। ଉଲ୍ଲେଖ ଯୋଗ୍ୟ ଯେ ଆମେରିକାର ସଂଖ୍ୟାଲଘୁ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ରପବ୍ଲିକାନ ପାର୍ଟର୍ି ପକ୍ଷରୁ ଗଶେଶ ଚତୁର୍ଥୀରେ ଏଭ ଭାରତୀୟ-ଆମେରିକୀୟ ଖବରକାଗଜରେ ଭଗବାନ ଗଣେଶଙ୍କ ଚିତ୍ର ସମ୍ବଳିତ ବିଜ୍ଞାପନ ପ୍ରକାଶ ପାଇଥିଲା।...
ନୂଆଦିଲ୍ଲୀ : କେରଳୀ ନନ୍‍ଙ୍କ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ ପୋପ୍‍ ଫ୍ରାନ୍ସିସ୍‍ ଦାୟିତ୍ୱମୁକ୍ତ କରିଛନ୍ତି। ତାଙ୍କ ସ୍ଥାନରେ ବମ୍ବେ ଏମେରିଟସ୍‍ ଆର୍କଡାଇୟୋସେସ୍‍ ଆଞ୍ଜେଲୋ ରୁଫିନୋ ଗ୍ରେସିଅସ୍‍ଙ୍କୁ ଜଳନ୍ଧର ଡାୟୋସେସ୍‍ର କାର୍ଯ୍ୟକାରୀ ପୋପ୍‍ ବା ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି। ଏ ସମ୍ପର୍କରେ ଭାଟିକାନ୍‍ ସିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଅବିଳମ୍ବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଅଭିଯୁକ୍ତ ବିଶପ୍‍...
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ପୁଲିସ ମହାନିର୍ଦେଶକ (ଡିଜିପି) ଦିଲ୍‍ବାଗ ସିଂହ ତାଙ୍କ ପଦ ବଜାୟ ରଖିବେ ବୋଲି ସୁପ୍ରିମକୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି। ଡିଜିପି ନିଯୁକ୍ତି ସମ୍ବନ୍ଧରେ କେନ୍ଦ୍ରୀୟ ପ୍ରଶାସନିକ ସେବା ଆୟୋଗ (ୟୁପିଏସ୍‍ସି) ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଦିଲବାଗ ଏହି ପଦରେ ରହିବେ। ଏଥିସହ କେଉଁ ବରିଷ୍ଠ ପୁଲିସ ଅଧିକାରୀ ଡିଜିପି ଦାୟିତ୍ୱ ତୁଲାଇବା ଉଚିତ ସେ ବିଷୟରେ ୪ ସପ୍ତାହ ମଧ୍ୟରେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी