Browsing Tag

odia newsa

ମଣିପୁର ଗୋଷ୍ଠୀବଦ୍ଧ ହିଂସା ଘଟଣାରେ ୪ପୁଲିସ ନିଲମ୍ବିତ

ଇମ୍ଫାଲ : ମୋଟର ସାଇକଲ ଚୋରି ସନ୍ଦେହରେ ଜଣେ ଏମ୍‍ବିଏ ଛାତ୍ର ଫାରୁକ ଖାଁ ଗୋଷ୍ଠୀବନ୍ଧ ହିଂସାର ଶିକାର ହେବା ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ଉପସ୍ଥିତିରେ ମଣିପୁରର…
Read More...

୨୦୧୯ ନିର୍ବାଚନ: ୭୦ ସେଲିବ୍ରିଟିଙ୍କୁ ଟିକଟ ଦେବ ବିଜେପି

ନୂଆଦିଲ୍ଲୀ : କେନ୍ଦ୍ରରେ ପୁନଃ କ୍ଷମତାଶୀନ ହେବା ନେଇ ଆବଶ୍ୟକ କୁହୁକ ନମ୍ବର ଯୋଗାଡ଼ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ରଣକୌଶଳ ପ୍ରସ୍ତୁତ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ୭୦ ଜଣ…
Read More...

ଜୀବନର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ

ଲଣ୍ଡନ : ୨୦୦୬ରେ ନାଗପୁରରେ ଭାରତ ବିପକ୍ଷରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରି ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ଆଲଷ୍ଟାୟାର କୁକ୍‍। ଇଂଲଣ୍ଡର ଏହି ଷ୍ଟାଇଲିସ୍‍ ବାମହାତି ଜୀବନର ଅନ୍ତିମ…
Read More...

ପ୍ରତି ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସି ପୁଣି ସୁଧିରିଲା ଟଙ୍କା

ନୂଆଦିଲ୍ଲୀ .- ସର୍ବନିମ୍ନ  ସ୍ତରକୁ  ଖସିବା ପରେ ପୁଣି ଭାରତୀୟ ମୁଦ୍ରାର ମୂଲ୍ୟରେ ସୁଧାର ଆସିଛି । ଶୁକ୍ରବାରରେ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ହେବା ବେଳ ପ୍ରତି ଆମରିକୀୟ ଡଲାରର ମୂଲ୍ୟ ୭୧.୭୪ ଭାରତୀୟ ଟଙ୍କା ଥିଲା ।…
Read More...