Browsing Tag

odia news3

ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଜାଣନ୍ତୁ କାହାର ପଲ୍ଲା ଭାରି

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି(ମଙ୍ଗଳବାର) ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦ୍ବିପ୍ରହର ୨ଟାରୁ ଆରମ୍ଭ ହେବ। ବିରାଟ…
Read More...

ନୂଆବର୍ଷରେ ମଦ୍ୟପାନ କରି ଗାଡ଼ି ଚଳାଇ ମୁମ୍ବଇରେ ୭୭୮ ଓ ଦିଲ୍ଲୀରେ ୩୫୨ଲୋକଙ୍କ କଟିଲା ଚାଲାଣ

ନୂଆଦିଲ୍ଲୀ : ଆଜି ନୂଆବର୍ଷ ଅବସରରେ ମଦ୍ୟପାନ କରି ଗାଡ଼ି ଚାଳନା କରି ଏବଂ ଅନ୍ୟାନ୍ୟ ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ୧୮୭୮ଜଣ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ସେଥିମଧ୍ୟରୁ ୭୭୮ଜଣ ଲୋକ ମଦ୍ୟପାନ କରି…
Read More...

ପାକ୍‌ ପରମାଣୁ ଜନକ ଗୃହବନ୍ଦୀ

ଇସ୍‌ଲାମାବାଦ : ପାକିସ୍ତାନର ପରମାଣୁ ଜନକ ଭାବେ ଦାବି କରୁଥିବା ଡ. ଅବ୍‌ଦୁଲ କାଦିର ଖାଁଙ୍କୁ ଦେଶର ସରକାର ଗୃହବନ୍ଦୀ କରି ରଖିଥିବା ଜଣାପଡ଼ିଛି। ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ମୁକ୍ତ କରିବା ପାଇଁ ସେ…
Read More...

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା : ୧୭୦୦ରୁ ଊର୍ଦ୍ଧ୍ବ ଷ୍ଟଲ, ଏଥର ରିକ୍ସା ଓ ସାଇକଲରେ ମଜା ନେବେ ଦର୍ଶକ

କଟକ : ଐତିହାସିକ ରାଜ୍ୟ ମହୋତ୍ସବ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୧୦ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍‍ଘାଟନ କରିଛନ୍ତି। ସେହିପରି ଇଣ୍ଡୋନେସିଆର…
Read More...

ପୁଣି କ୍ରିକେଟ ପଡିଆକୁ ଓହ୍ଲାଇବେ ସଚିନ ଓ ଲାରା

ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର। ପୁଣିଥରେ ଉଭୟ ଷ୍ଟାର କ୍ରିକେଟର ସଚିନ ଓ ଲାରା ପଡ଼ିଆରେ କ୍ରିକେଟ ଖେଳିବେ ବୋଲି ଜଣାପଡିଛି। ସୂଚନା…
Read More...

ଯାଜପୁର: ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ଯାଜପୁର : ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ମଙ୍ଗଳବାର ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟ୍ବେଣ୍ଟି-୨୦: ଭାରତ ପାଇଁ ୧୫୦ରନର ବିଜୟ ଲକ୍ଷ୍ୟ

ମୋହାଲି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ସିରିଜର ଦ୍ୱିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ବୁଧବାର ମୋହାଲିରେ ଖେଳାଯାଉଛି। ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ…
Read More...

ସ୍ମିଥ୍‌ଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ନ ଦେବାକୁ କହିଲେ କୋହଲି

ଓଭାଲ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ରବିବାର ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ଖେଳୁଥିବା ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ପ୍ରତି ଗ୍ୟାଲେରୀରେ ଉପସ୍ଥିତ…
Read More...

ସୁଟିଂ ସେଟକୁ ଫେରିଲେ ପପୁ ପମ୍ ପମ୍

ଭୁବନେଶ୍ବର: ସୁଟିଂ ସେଟକୁ ଫେରିଲେ ଓଡ଼ିଶାର କମେଡି କିଙ୍ଗ ଭାବେ ସୁପରିଚିତ ପପୁ ପମ୍ ପମ୍ । ଗତ କିଛି ମାସ ହେବ ଶାରୀରିକ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡର ଏହି ହାସ୍ୟ ଅଭିନେତା ଶେଷରେ ସୁସ୍ଥ ହୋଇ ଓଲିଉଡକୁ…
Read More...