Browsing Tag

odia news

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୫-ଟି ବୈଠକ: ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ରିପୋର୍ଟ ଲୋଡିଲେ ସଚିବ

ଭୁବନେଶ୍ୱର :ରାଜ୍ୟରେ ଏକ ସ୍ବଚ୍ଛ ଓ ଉତ୍ତରଦାୟୀ ଶାସନ ଯେଭଳି ଲୋକେ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତପାଳି ସରକାର ଗ୍ରହଣ ବେଳେ ଗୁରୁତ୍ବ ଦେଇଛନ୍ତି। ଏହାକୁ ନେଇ ୫-ଟି ତତ୍ତ୍ବ ଆଧାରରେ ବିଭାଗଗୁଡିକ…
Read More...

ସରକାରଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ତାଗିଦା: ବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ବର୍ଜ୍ୟ ମୁକ୍ତ କର

ଭୁବନେଶ୍ୱର : ପ୍ଲାଷ୍ଟିକ ବର୍ଜ୍ୟ ଏବେ ପରିବେଶ ପାଇଁ ବିରାଟ ଆହ୍ବାନ ହୋଇ ଛିଡା ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ…
Read More...

ନିଯୁକ୍ତି, ଆର୍ଥିକ ପ୍ରଗତିର ମାଧ୍ୟମ ହେବ କତାଶିଳ୍ପ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର :କତାଶିଳ୍ପକୁ ପ୍ରାଧାନ୍ୟ ଦେଇ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶ କିଭଳି ତ୍ବରାନ୍ବିତ ହୋଇପାରିବ ସେଦିଗରେ କାର୍ଯ୍ୟକରିବା ଆବଶ୍ୟକ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ…
Read More...

ପ୍ରଥମ ଟେଷ୍ଟ: ଈଶାନ୍ତଙ୍କୁ ୫ ୱିକେଟ ଭାରତ ପ୍ରଥମ ଇନିଂସରେ ଆଗୁଆ

ନର୍ଥ ସାଉଣ୍ଡ୍, ୨୪।୮: ଏକ ଟେଷ୍ଟମ୍ୟାଚ୍ ବୋଲର ଭାବେ ଈଶାନ୍ତ ଶର୍ମା ପୁଣିଥରେ ତାଙ୍କ ଦକ୍ଷତା ଦେଖାଇଛନ୍ତି। ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଈଶାନ୍ତ ୫ଟି ୱିକେଟ ନେଇଛନ୍ତି।…
Read More...

ଟି୨୦ରେ ଗୌତମଙ୍କ ୧୩୪ ରନ୍ ଓ ୮ ୱିକେଟ

ବେଙ୍ଗାଲୁରୁ : ଏଠାରେ ଖେଳା ଯାଉଥିବା କର୍ଣ୍ଣାଟକ ପ୍ରିମିୟର ଲିଗ୍‌ (କେପିଏଲ୍‌)ରେ ଶୁକ୍ରବାର ଏପରି ପ୍ରଦର୍ଶନ ଦେଖିବାକୁ ମିଳିଛି; ଯାହା ଟ୍ବେଣ୍ଟି୨୦ କ୍ରିକେଟରେ ବିରଳ। କର୍ଣ୍ଣାଟକର ଯୁବ ଅଲରାଉଣ୍ଡର କୃଷ୍ଣାପ୍ପା…
Read More...

ଅଭିଯୁକ୍ତଙ୍କୁ ଆଣିବା ପାଇଁ ସାଂସଦଙ୍କ ଗାଡ଼ି ଚଢ଼ି ବିବାଦରେ ବିହାର ପୁଲିସ

ନୂଆଦିଲ୍ଲୀ : ବେଆଇନ ଭାବେ ମାରଣାସ୍ତ୍ର ରଖି ବିବାଦରେ ପଡ଼ିଥିବା ବିହାରର ସ୍ବାଧୀନ ବିଧାୟକ ଅନନ୍ତ ସିଂହ ଶୁକ୍ରବାର ଦିଲ୍ଲୀର ସାକେତ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପାଟନା ଆଣିବା ପାଇଁ ଯାଇଥିବା ବିହାର…
Read More...

୩ୟ ଟେଷ୍ଟ: ବିଜୟଲକ୍ଷ୍ୟ ୩୫୯; ଇଂଲଣ୍ଡ ୩/୧୫୬

ହେଡିଂଲି : ଚଳିତ ୨ୟ ଟେଷ୍ଟମ୍ୟାଚ୍ ଜିତି ଆସେସ୍ ଟ୍ରଫି ବଜାୟ ରଖିବା ଦିଗରେ ଅଗ୍ରସର ହେଉଛି ଭ୍ରମଣକାରୀ ଅଷ୍ଟ୍ରେଲିଆ। କାରଣ ଗତି ଓ ବାଉନ୍‌ସ ଥିବା ହେଡିଂଲି ପିଚ୍‌ରେ ୨ୟ ଇନିଂସରେ ଘରୋଇ ଇଂଲଣ୍ଡକୁ ୩୫୯ ରନ୍‌ର…
Read More...

କେରଳ ଓ ତାମିଲନାଡ଼ୁରେ ୪ ସନ୍ଦିଗ୍ଧ ଅଟକ

ତିରୁଅନନ୍ତପୁରମ୍‌ : ଲସ୍କର-ଇ-ତଏବା ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରୁଥିବା ଅଭିଯୋଗରେ ପୁଲିସ ୪ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। କେରଳ ଓ ତାମିଲନାଡ଼ୁରେ ଶ୍ରୀଲଙ୍କାରୁ ସାମୁଦ୍ରିକ ପଥ ଦେଇ ୬ ଲସ୍କର ଆତଙ୍କବାଦୀଙ୍କ…
Read More...

ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ

ତେହେରାନ : ଆମେରିକାର ତାଗିଦଶ ସତ୍ତ୍ବେ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମରୁ ଓହରୁ ନ ଥିବା ଇରାନ ଏବେ ଏକ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଇସ୍‌ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର କମାଣ୍ଡର ଏ…
Read More...

ଆମାଜନ ବନାଗ୍ନି ଲିଭାଇବାକୁ ସେନା ପଠାଇଲା ବ୍ରାଜିଲ

ବ୍ରାସିଲିଆ : ଆମାଜନ ଚିରହରିତ ଜଙ୍ଗଲରେ କିଛି ଦିନ ହେଲା ଲାଗିଥିବା ବଡ଼ଧରଣର ଅଗ୍ନିକାଣ୍ଡ ଥମିବାର ନାଁ ନେଉ ନାହିଁ। ଜଙ୍ଗଲର ଅଧିକାଂଶ ବନାଗ୍ନିରେ ଭସ୍ମୀଭୂତ ହୋଇଥିଲାବେଳେ ଏବେବି ଏହା ଖୁବ ଜୋର୍‌ରେ ଜଳୁଛି। ଏହା…
Read More...