Browsing Tag

odia news

ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ଲୋକେ ଭୟଭୀତ

ବାଲେଶ୍ୱର : ବାଲେଶ୍ୱର ନୀଳଗିରି କାଠପାଳ ଅଞ୍ଚଳରେ ୫୦ ରୁ ଅଧିକ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀଙ୍କ ଉତ୍ପାତ କାରଣରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଙ୍କ ଗତିବିଧି ଉପରେ ବନ…
Read More...

ସଂସଦରେ ମହାରାଷ୍ଟ୍ର ତାତି, ସୋନିଆଙ୍କ ନେତୃତ୍ଵରେ କଂଗ୍ରେସ ସାଂସଦଙ୍କ ଧାରଣା

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସୋମବାର ମହାରାଷ୍ଟ୍ର ପ୍ରସଙ୍ଗକୁ ସଂସଦରେ ତାତି ଦେଖିବାକୁ ମିଳିଛି। ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ବିରୋଧୀମାନେ ହଙ୍ଗାମା କରିଛନ୍ତି। ଏହା ସହିତ କଂଗ୍ରେସ…
Read More...

ମଧ୍ୟାନ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ଛାତ୍ରୀ

ବାଲେଶ୍ୱର : ସ୍କୁଲରେ ମଧ୍ୟାନ୍ନ ଭୋଜନ ପାଇଁ ଛାତ୍ରୀଙ୍କୁ ପରିବା କାଟିବାକୁ ପଡ଼ୁଛି। ବାଲେଶ୍ୱର ଜିଲା ସଦର ବ୍ଲକର ଏକ ବିଦ୍ୟାଳୟରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ନିୟମିତ ମିଳୁଥିବା ମଧ୍ୟାନ୍ନ ଭୋଜନ…
Read More...

ରାଜଭବନରେ ପହଞ୍ଚିଲେ ଶିବସେନା-ଏନସିପି-କଂଗ୍ରେସ, ସୁପ୍ରିମକୋର୍ଟର ଶୁଣାଣି ଆରମ୍ଭ

ମୁମ୍ବଇ: ଗତ ୩ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଅନିଶ୍ଚିତତା ଲାଗି ରହିଛି। ହଠାତ୍‌ ବିଜେପି ଶିବସେନା ନେତା ଅଜିତ ପୱାରଙ୍କ ସମର୍ଥନରେ ସରକାର ଗଠନ କରିବା ଘଟଣା ସମସ୍ତଙ୍କୁ ଚକ୍କିତ କରିଛି। ଏହି ପ୍ରସଙ୍ଗକୁ ନେଇ…
Read More...

୫୦ ମାମଲାରେ ସମ୍ପୃକ୍ତ ଶିବାକୁ ଏନକାଉଣ୍ଟର

ରାୟଗଡ଼ା: ପ୍ରାୟ ୫୦ ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି। ପୁଲିସ ସହିତ ଗୁଳିବିନିମୟ ବେଳେ ଅପରାଧୀ ଜଣକ ଧରାପଡ଼ିଛି। ତା’ର ନାମ ଶିବା। ରାୟଗଡ଼ା ସହରରେ…
Read More...

ବିନିକା ଓ ଫୁଲମୁଠୀରେ ଗୋକୁଳଷ୍ଟମୀ ଯାତ୍ରା ଉଦ୍‍ଯାପିତ

ବିନିକା(ନରସିଂହ ପଧାନ) : ବିନିକା ଓ ଫୁଲମୁଠୀରେ ଗୋକୁଳଷ୍ଟମୀ ଯାତ୍ରା ଗତକାଲ ଉଦ୍‍ଯାପିତ ହୋଇଯାଇଛି। ବିନିକା କଂସାରୀପଡା ଶ୍ରୀ ଶ୍ରୀ ବ୍ରଜବିହାରୀ ନୃତ୍ୟ କଳା ପରିଷଦ ଆନୁକୂଲ୍ୟରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି…
Read More...

ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ

କୋଣାର୍କ : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ…
Read More...

ବସ୍ ଧକ୍କାରେ ୩ ମୃତ, ଜଣେ ଗୁରୁତର

ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲା ରାଜଗାଙ୍ଗପୁରର ଲକ୍ଷ୍ମୀପୋଷ ନିକଟରେ ରବିବାର ୪ ଜଣ ସ୍କୁଟି ଆରୋହୀଙ୍କୁ ଏକ ବସ୍ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି।…
Read More...

ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟଛକ ଠାରେ ରବିବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ…
Read More...

ପାଟଣା କଲେଜରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ସଭାଗୃହରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍.ସି.ସି) ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ…
Read More...