Browsing Tag

odia news odisha news

ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ ନାଟମଣ୍ଡପ ଓ ଜଗମୋହନ ମରାମତି

କଟକ: ଆସନ୍ତା ଏପ୍ରିଲ ୩ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଶେଷ ହେବ। ଏନେଇ ଗୁରୁବାର ହାଇକୋର୍ଟଙ୍କୁ ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି ଅବଗତ କରାଇଛନ୍ତି। ମରାମତି ପାଇଁ ୧୦ ତାରିଖରେ…
Read More...

ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି – ରାଷ୍ଟ୍ରପତି

କଟକ : ଆଜି ମଧ୍ୟାହ୍ନରେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ ରାଇସ୍‌‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଛନ୍ତି ।…
Read More...

ଘନଉଛି ପରାଗରେ ବିରିୟାନୀ ଖିଆ ବିବାଦ: ୨ ହେତୁବାଦୀଙ୍କ ନାଁରେ ମାମଲା

ଡେସ୍କ: ସୂ​‌ର୍ଯ୍ୟୋପରାଗରେ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏନେଇ ପୁରୀ ସିଂହଦ୍ବାର ଥାନାରେ ଶୁକ୍ରବାର ୨ ହେତୁବାଦୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର…
Read More...

ଜାଣନ୍ତୁ ୫ଟି ଶୁଭ ସଙ୍କେତ.. ଦେଇଥାଏ ଧନପ୍ରାପ୍ତିର ସୂଚନା

ଶୋଇଥିବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା। ମାତ୍ର ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସହ ଜଡିତ କିଛି କଥା ବର୍ଣ୍ଣନା କରାଯାଇଛି। ଜୀବନରେ ଆସିବାକୁ ଥିବା ଅନେକ ଘଟଣା ଗୁଡିକର ଏହା ସଙ୍କେତ ଦେଇଥାଏ। ସ୍ୱପ୍ନ ଶାସ୍ତ୍ର…
Read More...

ବଢୁଛି ବାତ୍ୟା ସମ୍ଭାବନା, ସରକାର ଡାକିଲେ ଜରୁରୀ ବୈଠକ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ବାତ୍ୟା ସମ୍ଭାବନା ଥିବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି। ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବାର ସମ୍ଭାବନା। ଅବପାତ…
Read More...

ଖାଦ୍ୟପ୍ରେମୀ ଏପରି କରୁଥିଲେ ଜାଣି ରଖନ୍ତୁ

ପାଟିର ସ୍ୱାଦ ପାଇଁ ହେଉ ଅଥବା ନିଜ ପସନ୍ଦ ଅନୁଯାୟୀ ହେଉ, ବହୁ ସମୟରେ ଏପରି ଦେଖାଯାଏ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ ବାହାରର ତେଲ ଛଣା ଖାଦ୍ୟ ଖାଇବା ପରେ…
Read More...

ବଦଳି ପାରୁନି ୧୫୩ବର୍ଷ ପୂରାତନ ପ୍ରାଥମିକ ସ୍କୁଲର ଭିତ୍ତିଭୂମି

ହରଭଙ୍ଗା : ରାଜ୍ୟ ସରକାରଙ୍କ ୫ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଶିକ୍ଷା କ୍ଷେତ୍ରରେ ଆଗକୁ ଏକ ବୈପ୍ଲବିକ ପରିବର୍ତନ ଆସିବ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଶିକ୍ଷାକୁ ୫ଟିରେ ଏପର୍ଯ୍ୟନ୍ତ ସାମିଲ…
Read More...

କେମିକାଲ କାରଖାନା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବାଙ୍କୀ : ଡମପଡା ତହସିଲ ଅନ୍ତର୍ଗତ ବାଆଁରା ପଞ୍ଚାୟତର ନୂଆସାହି ଅଞ୍ଚଳରେ ଏକ କେମିକାଲ କାରଖାନା ନିର୍ମାଣ କାର୍ଯ୍ୟକୁ ପଞ୍ଚାୟତ ବାସୀ ଘୋର ବିରୋଧ କରି ଆସୁଛନ୍ତି। କାରଖାନାର ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ ବେଳେ…
Read More...

ନକଲି ମଦ କାରଖାନା ଠାବ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ ନଗର ସ୍ଥିତ ଏକ ଘରେ ନକଲି ମଦ କାରଖାନା ଠାବ ହୋଇଛି । ଅବକାରୀ ଗୁଇନ୍ଦା ବିଭାଗ ବିଭାଗ ପକ୍ଷରୁ ସେହି କାରଖାନାରେ ଚଢ଼।ଉ ଜାରି ରହିଛି । ସେଠାରୁ ବିଭିନ୍ନ କମ୍ପାନୀ ନାଁରେ…
Read More...

ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ବୃନ୍ଦାବନ କଳସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୂବନେଶ୍ୱର:ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ବୃନ୍ଦାବନ କଳସଙ୍କ ଗତ କାଲି (୦୮-୦୫-୨୦୨୧, ଶନିବାର) ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେଦେହାନ୍ତ ହୋଇଛି।…
Read More...