Browsing Tag

odia new

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ରଞ୍ଜନ ପଲେଇ

ଭୁବନେଶ୍ୱର: ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ…
Read More...

ଲଇଡାରେ ଭୁଷଣ  ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ର ଲଇଡା ଗ୍ରାମରେ ଆଜି ଭୁଷଣ ପାଓାର ଏଣ୍ଡ୍‍ ଷ୍ଟିଲ୍‍ କମ୍ପାନୀ ପକ୍ଷରୁ ବିଶୋଧନ କାର୍ଯ୍ୟ ସମ୍ପନ୍ନ କରାଯାଇଛି। କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ଜିଲ୍ଲା…
Read More...

କୋଭିଡ ଟିକାକରଣ : ଟିକା ନେଲେଣି ୧ କୋଟି ୨୧ ଲକ୍ଷ ୬୫ ହଜାର ୫୯୮

ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଟିକା ନେବା ପାଇଁ ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଆଗ ଧାଡିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।  ଆଜି…
Read More...

୧୪ ବର୍ଷ ପରେ ପାକିସ୍ତାନରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ : ଟେଷ୍ଟ ମ୍ୟାଚ୍ ସହ ସିରିଜ ଆରମ୍ଭ

କରାଚି : ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଦୀର୍ଘ ୧୪ ବର୍ଷ ପରେ ପାକିସ୍ତାନରେ ପ୍ରଥମ ଟେଷ୍ଟ ସିରିଜ୍ ପାଇଁ ଶନିବାର କରାଚିରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ଦଳ ଶେଷ ଥର ପାଇଁ ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା । ଏହି…
Read More...

୩ଦିନ ଘନ କୁହୁଡ଼ି : ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ…
Read More...

ମଦ ବିକ୍ରି ପଇସାରୁ ଭାଗ ନ ଦେବାରୁ ନିଜ ମାଆକୁ ହତ୍ୟାକଲା ପୁଅ, ବାପା ଗୁରୁତର

ପାଟଣା :  କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୂର୍ ପଞ୍ଚାୟତ ପର୍ଶୁରାମପୁର ଗ୍ରାମରେ ଅମାନବୀୟ ଘଟାଣା ଘଟିଛି । ମଦ ବିକ୍ରି ଟଙ୍କାରୁ ଭାଗ ଦାବି କରି ପୁଅ ବିଫଳ ହେବା ପରେ ନିଜ ଜନ୍ମ…
Read More...

ଡାକ୍ତର , ସ୍ବାସ୍ଥ୍ୟ କର୍ମୀଙ୍କ କରୋନା ଚିକିତ୍ସା ବେଳେ ଜୀବନ ଗଲେ ମିଳିବ ୫୦ ଲକ୍ଷ ଟଙ୍କା ଓ ପୂର୍ଣ୍ଣ ରାଷ୍ଟ୍ରୀୟ…

ଭୁବନେଶ୍ବର : କରୋନା ମୁକାବିଲା ନେଇ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା ଜାରି ହୋଇଛି। ଏହି ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଡାକ୍ତର ,…
Read More...

ଅସହାୟ ପରିବାରଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କଲେ ଏସଏସଜି ମହିଳା

ଲାଞ୍ଜିଗଡ : ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ ଏହି ବାତାବରଣ ଦେଖାଦେଇଛି। ଅନେକ ଅସହାୟ ପରିବାର ବିକଳାଙ୍ଗ, ବୃଦ୍ଧ, ବୃଦ୍ଧା ଓ ଭିକ୍ଷୁକ ମାନେ…
Read More...

ଖୋଲିବ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ : ଅଫିସ ଆସିବେ ଗ୍ରୁପ୍-‘ଏ’ର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ

ଭୁବନେଶ୍ୱର : କରୋନା ଲକ ଡାଉନ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଲକଡାଉନ ନିର୍ଦ୍ଦେଶନାମା ମାନି ଖୋଲିବା ପାଇଁ ସୋମବାର…
Read More...

ପୂର୍ବତନ ସରପଞ୍ଚଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣାରେ ୬ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମର ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ଦଳ ବେହେରାଙ୍କ ଘରୁ ଗତ ଅକ୍ଟୋବର ୨୪ ତାରିଖ ରାତିରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ବାରକୋଟ ଥାନା ପୁଲିସ ୬ ଜଣଙ୍କୁ ଗିରଫ…
Read More...