Browsing Tag

news

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା – ଅଧ୍ୟକ୍ଷଙ୍କ ବଦଳି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ସମ୍ବଲପୁରର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ଦଣ୍ଡ ବିଧାନ କରିବା ଏବଂ ବିଦ୍ୟାଳୟର ଅଧକ୍ଷଙ୍କୁ ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତ କରି ତୁରନ୍ତ ବଦଳି…
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ଓ ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା…
Read More...

ହରିଲୁଟ ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଓଡ଼ିଶାର ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ଚତୁର୍ଥ ଲୋକ ଅଦାଲତ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ସଦର ମହକୁମା ସ୍ଥିତ ଅଦାଲତ ଗୁଡିକ ସମେତ ତାଲୁକ ସ୍ତରୀୟ କୁଚିଣ୍ଡା ଓ ରେଢ଼ାଖୋଲ ଅଦାଲତ…
Read More...

ଆର୍ଯ୍ୟ ସମାଜର ଯର୍ଜୁବେଦ ଯଜ୍ଞ ଓ ସମ୍ମିଳନୀ ଉଦଘାଟିତ

ସମ୍ବଲପୁର: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତି ଜ୍ଞାନଜ୍ୟୋତି ପର୍ବ ସମାରୋହ ଉପଲକ୍ଷେ ସମ୍ବଲପୁର ଜିଲା ଶାଖା ପକ୍ଷରୁ ପଞ୍ଚକୁଣ୍ଡୀୟ ଯର୍ଜବେଦ ପାରାୟଣ ଯଜ୍ଞ ଓ ଆର୍ଯ୍ୟ…
Read More...

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ଗୃହ ଉଦ୍‌‌ଘାଟିତ

ଆଠଗଡ଼: ଆଠଗଡ଼ ବ୍ଲକ ଅଧିନ ଖୁଣ୍ଟୁକଟାସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକ ନୂତନ ଗୃହ ଶନିବାର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌‌ଘାଟିତ ହୋଇଯାଇଛି। ନୂତନ…
Read More...

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍‌‌ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍‌‌ ମକଦ୍ଦମା ମାମଲାଗୁଡ଼ିକ…
Read More...

ମଦ ବେପାରୀଙ୍କ ଉପରେ ଆୟକର ଚଢ଼ାଉ – ଗଣା ହେଲାଣି ୩୬ କୋଟି, ଆହୁରୀ ବାକି ରହିଛି

ସମ୍ବଲପୁର: ଆୟକର ଫାଙ୍କିବା ଅଭିଯୋଗରେ ଗତ ବୁଧବାର ଠାରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବେପାରୀ ମାନଙ୍କ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଚାଲିଛି। ଚଢ଼ାଉ ସମୟରେ ମିଳିଥିବା ବସ୍ତା ବସ୍ତା…
Read More...

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଡେସ୍କ: ଓଡିଶା ସରକାରଙ୍କ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସଚେତନତା ଅଭିଯାନରେ ଆଜି କଟକ ଜିଲ୍ଲା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
Read More...

ଜବରଦଖଲରେ ଦଶାବତାର ମଠ

ପୁରୀ: ଐତିହ୍ୟ ସହର ପୁରୀରେ ପ୍ରାଚୀନ ଐତିହ୍ୟକୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦଶାବତାର ମଠ କ୍ଷେତ୍ରରେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି ଏହି ପ୍ରସିଦ୍ଧ…
Read More...