Home Tags New year

Tag: new year

୨୦୧୯ ବର୍ଷର ମୂଲ୍ୟାଙ୍କ ୩। ଏହା ବୃହସ୍ପତିଙ୍କର ଅଙ୍କ ଅଟେ। ତେଣୁ ଏହି ବର୍ଷରେ ବୃହସ୍ପତିଙ୍କର ପ୍ରଭାବ ରହିବ। ବର୍ଷର ଆରମ୍ଭ କନ୍ୟା ଲଗ୍ନରେ ହେବ। ଲଗ୍ନରେ ମଙ୍ଗଳ ଓ ଶନିଙ୍କ ପ୍ରଭାବ ରହିବ। ବର୍ଷର ଆରମ୍ଭରେ ଚନ୍ଦ୍ରମା ତୁଳା ରାଶିରେ ରହିବେ। ତେଣୁ ବର୍ଷଟିରେ ଶୁକ୍ରଙ୍କର ମଧ୍ୟ ପ୍ରଭାବ ରହିବ। ଏହି ବର୍ଷରେ ସମସ୍ତ ରାଶିର ବ୍ୟକ୍ତିଙ୍କୁ ସମୃଦ୍ଧି ଓ ଧନର ଲାଭ ହେବ। ବିବାହ ନିମନ୍ତେ...
ନବବର୍ଷ ୨୦୧୯ ସଭିଁଙ୍କ ପାଇଁ ମଙ୍ଗଳକାରୀ ହେଉ। ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ସମସ୍ୟା ଥାଏ। ଶାସ୍ତ୍ରରେ ଉଲ୍ଲେଖ ଥିବା କେତେକ ସରଳ ଉପାୟ ଦ୍ୱାରା ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିପାରିବ। ଏହି ନୂଆବର୍ଷରେ ସମସ୍ତଙ୍କର କିପରି ଧନ ବୃଦ୍ଧି ହେବ, ନୀରୋଗ ରହିବେ, କାର୍ଯ୍ୟକ୍ଷେତ୍ରରେ କିପରି ସଫଳତା ପାଇବେ, ଗୃହରୁ କିପରି ଅଶାନ୍ତି ଦୂର ହେବ, ବିବାହ ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବାର...
ପୁରୁଣା ବର୍ଷ ସହ ସମସ୍ତଙ୍କର ଭଲ ଓ ଖରାପ ଉଭୟ ସମ୍ପର୍କ ରହିଛି। ଏଣୁ ଆମେ ଭଲ କଥାଗୁଡିକୁ ମନେ ରଖିବା ଉଚିତ। ଖରାପ କଥାଗୁଡିକୁ ଭୁଲି ଯିବା ଉଚିତ। ଏହି ଦିନରେ କିଛି ବିଶେଷ କାର୍ଯ୍ୟ କରିବା ଦ୍ବାରା ଜୀବନରେ ଉନ୍ନତି ହୋଇଥାଏ। ଏହାସହ ବର୍ଷ ସାରା ଜୀବନ ଖୁସିରେ ଅତିବାହିତ ହୋଇଥାଏ। ଡିସେମ୍ବର ୩୧ତାରିଖ ଦିନ ସମସ୍ତ କାର୍ଯ୍ୟ ସାରି ଦେବା ଉଚିତ। ଜାଣନ୍ତୁ ସେ...
ନୂଆ ବର୍ଷ ପାଇଁ ଆଉ ଅଳ୍ପ ଦିନ ବାକି ଅଛି। ନୂଆବର୍ଷ ସମସ୍ତଙ୍କ ପାଇଁ ସଫଳତା ଓ ସୁଖମୟ ହେଉ ସେଥିପାଇଁ ଅନେକ ଉପାୟ କରିଥାଆନ୍ତି। ଏହାସହ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ମଧ୍ୟ କରି ଥାଆନ୍ତି। ଆସନ୍ତୁ ଜାଣିବା ସେ ଉପାୟ ଗୁଡିକ ବିଷୟରେ .. ୧. ଘରର ମୁଖ୍ୟଦ୍ବାର ଉଭୟ ସକାରାତ୍ମକ ଓ ନକରାତ୍ମକ ଶକ୍ତିର ପ୍ରବେଶ ପଥ ଅଟେ। ଏଥିପାଇଁ ଘରର ମୁଖ୍ୟଦ୍ବାରରେ...
ନୂଆ ବର୍ଷ ଅବସରରେ ଆମେ ସମସ୍ତେ ଆଶା କରିଥାଉ କି ଏହି ବର୍ଷର ପ୍ରତିଟି ଦିନ ଭଲ ଓ ସୁଖରେ ଅତିବାହିତ ହେଉ। ନୂଆ ବର୍ଷରେ ନୂଆ ଆଶା ଓ ଉତ୍ତମ ଗୁଣ ସହିତ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଅଗ୍ରସର ହେବା ଉଚିତ। ପୂର୍ବ ବର୍ଷରେ ଆମେ କ’ଣ କ’ଣ କରିଛେ, କିପରି ଆମ ବର୍ଷ ଯାକର ଦିନ ଅତିବାହିତ ହୋଇଛି, ସେ ସମସ୍ତ କଥାକୁ ଭୁଲି ଆମେ...
ସମୟ କାହା ପାଇଁ ଅପେକ୍ଷା କରି ନଥାଏ। ସେ ଯେକୌଣସି ବ୍ୟକ୍ତି ଅତୀତର ସମୟକୁ ଫେରିଯାଇ ବିତି ଯାଇଥିବା ସମୟକୁ ବଦଳାଇ ପାରିବ ନାହିଁ। କିନ୍ତୁ ସେ ନିଜ ଭବିଷ୍ୟତକୁ ଉତ୍ତମ କରିବା ପାଇଁ ବର୍ତ୍ତମାନ ଠାରୁ ଏକ ନୂତନତାର ପ୍ରାରମ୍ଭ କରି ପାରିବ। ବିତି ଯାଇଥିବା ସମୟକୁ ଭୁଲିଯାଇ ମନରେ ଆସନ୍ତା କାଲିକୁ ଆଣିବା ଉଚିତ। ପରିବର୍ତ୍ତନ ହେଉଛି ସୃଷ୍ଟିର ନିୟମ। ଯେପରି ପାଣିର ସ୍ରୋତ ଓ...
ନୂଆ ବର୍ଷର ଆରମ୍ଭ ହେବାକୁ ଅଳ୍ପ କିଛି ଦିନ ବାକି ରହିଛି । ସେଥିପାଇଁ ଲୋକମାନେ ଯୋଜନା ମଧ୍ୟ ପ୍ରସ୍ତୁତ କରି ସାରିଲେଣି । ହେଲେ ନୂଆବର୍ଷ କିଭଳି ହେବ ଏବଂ କାହାକୁ କେତେ ଖୁସୀ ମିଳିବ ତାହା ସମସ୍ତଙ୍କୁ ଅଜଣା । କିନ୍ତୁ ଯଦି ଆପଣ ଚାହୁଁଛନ୍ତି ନୂଆବର୍ଷ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦେଉ, ତେବେ ଏହି ୧୯ଟି ଉପାୟ ଆପଣାଇ ଦେଖନ୍ତୁ...
ନୂଆବର୍ଷ ସ୍ୱାଗତ ନୂଆ ଢଙ୍ଗରେ କରନ୍ତୁ। ଯଦି ଆମେ ଆମ ଜୀବନରେ କିଛିଟା ପରିବର୍ତ୍ତନ ଆଣୁ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ସହଜ ଉପାୟ ଅବଲମ୍ବନ କରୁ ତେବେ ଜୀବନରେ ସଫଳତା ପାଇପାରିବା। ଜାଣନ୍ତୁ ବାସ୍ତୁ ଅନୁଯାୟୀ କିଛି ସହଜ ଉପାୟ ବିଷୟରେ ଯାହା ନବବର୍ଷର ପ୍ରତ୍ୟେକ ଦିନକୁ ଉତ୍ସାହ ଓ ଆନନ୍ଦରେ ଭରିଦେବ। ବାସ୍ତୁ ଅନୁଯାୟୀ, ଗୃହରେ ବଂଶୀ ରଖନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ ବଂଶୀ ଲଗାନ୍ତୁ।...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी