Home Tags Naxal arrested

Tag: naxal arrested

ରାୟଗଡା: ରାୟଗଡା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ ଜଣେ ମାଓବାଦୀ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ମାଓବାଦୀ ଜଣଙ୍କ କଲ୍ୟାଣସିଂହପୁର ଅଞ୍ଚଳର ଶ୍ରୀରାମ ସୁନା। ସେ ୨୦୧୧ମସିହାରେ ନକ୍ସଲ ସଂଗଠନରେ ଯୋଗଦେଇଥିବା ଜଣାପଡିଛି। ନିୟମଗିରି କମିଟି ପାଇଁ କାର୍ଯ୍ୟ କରୁଥିବା ଶ୍ରୀରାମ୨୦୧୭ରେ ପାର୍ଶାଳି ନିକଟସ୍ଥ ରାସ୍ତା ନିର୍ମାଣ ଠିକା କ୍ୟାମ୍ପ ପୋଡି ଘଟଣାରେ ଜଡିତ ଥିଲା।
ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଧାକଡ଼ରାଶି ନିକଟରେ ଜଣଙ୍କୁ ପୁଲିସ ସୂଚନାକାରୀ ସନ୍ଦେହରେ ହତ୍ୟା କରିଥିବା ୫ଜଣ ମାଓବାଦୀଙ୍କୁ ଆଜି ମାଲକାନଗିରି ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ୨ଟି ଟାଙ୍ଗିଆ ଜବତ କରିଛି। ଗତ ୨୩ ତାରିଖ ରାତ୍ରିରେ ବରଗୁଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କ ଘରକୁ କିଛି ବ୍ୟକ୍ତି ଦେଶିଆ ନାଟକ ଦେଖିବାକୁ ନିକଟସ୍ଥ ଧାକଡ଼ରାଶି ଗ୍ରାମକୁ ଯିବାକୁ ପ୍ରବର୍ତ୍ତାଇଥିଲେ। ପରେ ସେମାନଙ୍କ...
ଲମତାପୁଟ: ଯୋଜନାବଦ୍ଧ ଭାବେ ଜଣେ ଦୁର୍ଦାନ୍ତ ମାଓବାଦୀ ଓ ତାଙ୍କ ସହଯୋଗୀମାନେ ଡକାୟତି କରୁଥିବା ବେଳେ ଅନକାଡେଲିସ୍ଥିତ ବିଏସଏଫ ଯବାନମାନଙ୍କ ଦ୍ୱାରା ଗିରଫ ହୋଇଛନ୍ତି। ଏମାନଙ୍କୁ ମାଛକୁଣ୍ଡ ଥାନାକୁ ହସ୍ତାନ୍ତର କରାଯାଇଛି। ଡକାୟତିର ଶିବାର ହୋଇଥିବା ବ୍ୟକ୍ତି ଜଣକ ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଶନିବାର ରାତିରେ ମାଛକୁଣ୍ଡ ଥାନା ହନୁମାଲ ଗାଁର ଶ୍ୟାମ ବଡନାୟକଙ୍କ ଘରେ ଏହି ଡକାୟତି ହୋଇଥିଲା। ମାଲକାନଗିରି ଜିଲା ଚିତ୍ରକଣ୍ଡା...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी