Browsing Tag

Mumbai

ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦେଶରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମହଙ୍ଗା ହୋଇଛି । ଦିଲ୍ଲୀରେ ୨୫ଟଙ୍କା ବୃଦ୍ଧି ହୋଇ ଗ୍ୟାସ ସିଲିଣ୍ଡର ୧୭୯୫ଟଙ୍କାରେ ପହଂଚିଛି। ସେହିପରି ମୁମ୍ବାଇରେ ୨୬ଟଙ୍କା ବୃଦ୍ଧି ହୋଇ ୧୭୪୯ ଟଙ୍କାରେ…
Read More...

ଫେସ୍‌ବୁକ୍‌ ଲାଇଭରେ ଉଦ୍ଧବ ଦଳ ନେତାଙ୍କୁ ଗୁଳି କରି ହତ୍ୟା ମାମଲା; କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ

ମୁମ୍ବଇ: ମୁମ୍ବଇରେ ଗୁରୁବାର ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ନେତା ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି, ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତା ମୋରିସ୍‌ ନୋରୋହ୍ନା…
Read More...

ଦେଶର ସବୁଠୁ ଲମ୍ବା ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଟଳ ବିହାରୀ ବାଜପେୟୀ ସେଓ୍ବାରୀ-ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିଛନ୍ତି। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ମୁମ୍ବଇକୁ ନଭି ମୁମ୍ବଇ ସହ…
Read More...

ମୁମ୍ବଇ ହୋଟେଲରେ ନିଆଁ: ୩ ମୃତ, ୫ ଆହତ

ମୁମ୍ବଇ: ମୁମ୍ବଇର ସାନ୍ତାକ୍ରୁଜ୍‌ରେ ରବିବାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅନେକ ଦମକଳ ଗାଡ଼ି…
Read More...

ମୁମ୍ବାଇ: ଚାହୁଁ ଚାହୁଁ ଭୁଶୁଡ଼ିଲା ୫ ମହଲା କୋଠା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରରେ ଶୁକ୍ରବାର ଘଟିଛି ଏକ ବଡ଼ ଅଘଟଣ। ଏଠାରେ ଥିବା ବୋରିଭଲି ପଶ୍ଚିମର ସାଇବାବା ନଗରରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ସୌଭାଗ୍ୟବଶତଃ, କୋଠାଟି ଖାଲି ଥିଲା ଏବଂ ଦୁର୍ଘଟଣାରେ କ୍ଷୟକ୍ଷତି…
Read More...

ଆଉ ନାହାନ୍ତି ଭାରତର ‘ବିଗ୍‌ ବୁଲ୍‌’ ବିଶିଷ୍ଟ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା

ମୁମ୍ବାଇ: ଦଲାଲ୍‌ ଷ୍ଟ୍ରିଟ୍‌ର ‘ବିଗ୍‌ ବୁଲ୍‌’ ନାମରେ ପରିଚିତ ବିଶିଷ୍ଟ ଉଦ୍ୟୋଗୀ ତଥା ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କର ରବିବାର ପରଲୋକ ଘଟିଛି। ୬୨ ବର୍ଷୀୟ ରାକେଶ କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ…
Read More...

ବହୁମତ ହାସଲ କଲେ ଶିନ୍ଦେ

ମୁମ୍ବଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୂତନ ସରକାର ପାଇଁ ରାସ୍ତା ପରିଷ୍କାର ହୋଇଛି। ସୋମବାର ବିଧାନସଭାରେ ଶିବସେନାର ବିଦ୍ରୋହୀ ବିଧାୟକ ତଥା ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…
Read More...

ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

ମୁମ୍ବଇ: ମହାରାଷ୍ଟ୍ରର ବମ୍ବେ ହାଇକୋର୍ଟ ମଙ୍ଗଳବାର ଦାଉଦ ଇବ୍ରାହିମ୍‌ ଲିଙ୍କ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ମନ୍ତ୍ରୀ ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏନସିପି ନେତା…
Read More...

ଏନ୍‌ଏସ୍‌ଇର ପୂର୍ବତନ ଏମଡି ଚିତ୍ରା ରାମକୃଷ୍ଣାଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ମୁମ୍ବଇ: ଆୟକର ବିଭାଗର ତଦନ୍ତକାରୀ ଶାଖା ଗୁରୁବାର ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦେଶିକା ଚିତ୍ରା ରାମକୃଷ୍ଣାଙ୍କ ମୁମ୍ବଇ ସ୍ଥିତ ଘରେ ଚଢ଼ାଉ କରିଛି। ସେ ଓ ତାଙ୍କ ଅନ୍ୟ…
Read More...

ଭାରତୀୟ ସେୟାର ବଜାରରେ କଳା ଶୁକ୍ରବାର

ମୁମ୍ବଇ: ଭାରତୀୟ ସେୟାର ବଜାରରେ ଶୁକ୍ରବାର ଆଶାତୀତ ଭାବେ ହ୍ରାସ ଘଟିଛି। କାରବାର ଆରମ୍ଭର ମାତ୍ର କିଛି ସମୟ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସମ୍ବେଦୀ ସୂଚକାଙ୍କ ୧୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହାଦ୍ବାରା…
Read More...