Home Tags Money

Tag: Money

ଝାରସୁଗୁଡା : ରବଡେଗା ଛକରୁ ପୁଲିସ ୪ଲକ୍ଷ ଟଙ୍କା ଜବତ କରିଛି। ଫ୍ଲାଇଂ ସ୍ବାଡ ଓ କୁଚିଣ୍ଡା ପୁଲିସର ମିଳିତ ଯାଞ୍ଚ ବେଳେ ଟଙ୍କା ଜବତ କରାଯାଇଛି। ବାଇକଟି ଝାରସୁଗୁଡାରୁ କୁଚିଣ୍ଡା ଆସୁଥିବା ବେଳେ ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ତେବେ ଟଙ୍କା କେଉଁଥି ପାଇଁ ଆସୁଥିବା ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପହାର ଭେଟି ଦେଇଛନ୍ତି। ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ଏହା ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୪୮ ଲକ୍ଷ ସରକାରୀ କର୍ମଚାର ଓ ୬୨ ଲକ୍ଷ...
ସଭିଏଁ ନିଜ ଘରେ ସଞ୍ଚୁଥିବା ଧନକୁ ଆଲମୀରାରେ ରଖିଥାଆନ୍ତି। ନିଜ ଧନକୁ ବହୁ ସାବଧାନତାର ସହ ରଖିବା ସହ ସର୍ବଦା ଅଧିକରୁ ଅଧିକ ଧନ ସଞ୍ଚୟ କରିବା ପାଇଁ ଇଚ୍ଛୁକ ମଧ୍ୟ ଥାଆନ୍ତି। ମାତ୍ର ଗୃହରେ ଭାବିଚିନ୍ତି ସଠିକ ସ୍ଥାନରେ ଧନ ରଖିବା ଆବଶ୍ୟକ ଅଟେ। କାରଣ ଭୁଲ ଦିଗରେ ଧନ ରଖିବା ଦ୍ୱାରା ଧନକ୍ଷୟ ହୋଇଥାଏ। ଜାଣନ୍ତୁ ନିଜର ଧନ ଓ ସମ୍ପତ୍ତି ଜନିତ ଦ୍ରବ୍ୟ ,...
ଟଙ୍କାପଇସା ରୋଜଗାର କରିବା ସହ ତାକୁ ସଞ୍ଚୟ କରି ରଖିବା ଅତ୍ୟନ୍ତ କଷ୍ଟକର ଅଟେ। ଟଙ୍କାକୁ ସଞ୍ଚୟ କରି ରଖିବା ଦ୍ବାରା ତାହା ଆମର ଅନେକ କାର୍ଯ୍ୟରେ ଲାଗିଥାଏ। ଦରକାର ବେଳେ ସଞ୍ଚିତ ଅର୍ଥ କାର୍ଯ୍ୟରେ ଲାଗିଥାଏ। ରାଶି ଅନୁଯାୟୀ ଠିକ ସ୍ଥାନରେ ଟଙ୍କା ସଞ୍ଚୟ କରିବା ଦ୍ବାରା ଘରେ ସମୃଦ୍ଧି ବୃଦ୍ଧି ହୋଇଥାଏ। ମେଷ : ଏହି ରାଶିର ବ୍ୟକ୍ତିମାନେ ପଶ୍ଚିମ ଦିଗରେ ଧନ ରଖିବା ଉତ୍ତମ ଅଟେ।...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी