Home Tags Mohana news

Tag: mohana news

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ବାଟାମା ହରଭଙ୍ଗୀ ନଦୀରେ ଡ଼ିସେମ୍ବର ୧୨ରେ ଏକ ଅଜଣା ବୃଦ୍ଧକଙ୍କ ଶବ ନଦୀରୁ ଉଦ୍ଧାର ହୋଇଥିବା ଘଟଣାରେ ମୃତକଙ୍କ ପରିଚୟ ମିଳିଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଅଡବା ଥାନା ଅଧିକାରୀ ମୁକେଶ ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରି ଚିହ୍ନଟ ପାଇଁ ଗ୍ରାମବାସୀମାନଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ପରିଚୟ ମିଳିନଥିବାରୁ...
ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଞ୍ଚାୟତର ୮୦ ଭାଗ ଗ୍ରାମରେ ରିଲିଫ ଯୋଗାଯୋଗ ସୂଚାରୁ ରୂପେ ହୋଇସାରିଛି। କିଛି ଯାଗାରେ ଦାୟିତ୍ୱରେ ଥିବା ଯନ୍ତ୍ରୀ, ଗ୍ରାମସେବକ ପହଞ୍ଚିପାରି ନଥିବା କଥା ଜନସାଧାରଣ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଧା ବାଢେଇପୁର, ଧନୁପଙ୍କ, ଗୁର୍ଡିଗୁଡା, ଟେଣେମା ଏବଂ ଦମାଦୁଆ ପଞ୍ଚାୟତର ଘାସିପଦା ଆଦି ବିଭିନ୍ନ ସ୍ଥାନରେ ରିଲିଫ ସାମଗ୍ରୀ ପହଁଞ୍ଚି ନଥିବା ଅଭିଯୋଗ ହୋଇଛି। ଦମାଦୁଆ ପଞ୍ଚାୟତ...
ମୋହନା : ମୋହନା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ମହିଳା ସମ୍ମିଳନୀ ମୋହନା ଠାରେ ଅନୁଷ୍ଠିତ ହୋଇଯାଇଛି। ମୋହନା ହାଇସ୍କୁଲ ଠାରୁ ଦିନ ପ୍ରାୟ ୧୧ଟା ସମୟରେ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ, ନୁଆଗଡ, ଆର.ଉଦୟଗିରି ଓ ମୋହନା ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ସହ ସହ ମହିଳାକର୍ମୀ ଯୋଗ ଦେଇଥିଲେ। ଏପରିକି ଏହି ମହିଳା ସମ୍ମିଳନୀରେ ବିଡିଓ, ଅଙ୍ଗନବାଡି କର୍ମୀ, ସୁପରଭାଇଜର ଯୋଗ ଦେଇଥିବାରୁ କଂଗ୍ରେସ ଓ...
ମୋହନା : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ପ୍ରମୋଦ ଆଚାରୀଙ୍କ ଦୁଇ ଝିଅଙ୍କ ମୃତ ଦେହ ତାଙ୍କ ଘରପଛରେ ଥିବା ନିଜ କୁଅରୁ ସନ୍ଦେହ ଜନକଭାବରେ ପୁଲିସ ମୃତ ଦୁଇ ଝିଅ ହେଲେ ସପ୍ନା ଆଚାରୀ(୧୯) ଓ କିରଣ ଆଚାରୀ (୧୯)ର ମୃତଦେହ ଉଦ୍ଧାର କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ...
ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ପାଣିଗଂଡା ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢାଡିହରେ ଶୋଇଥିବା ଅବସ୍ଥାରେ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ରାତ୍ର ପ୍ରାୟ ୩ଟା ସମୟରେ ପାରିବାରିକ କଳହକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା। ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ବାମୀ ମିଟୁ ମଣ୍ଡଳ(୨୨) ଏକ ଧାରୁଆ ଟାଙ୍ଗିଆରେ ସ୍ତ୍ରୀ ସସ୍ମିତା ମଣ୍ଡଳ(୨୨)କୁ ଅତି ନିର୍ମମ...
ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତର ବି.ରାଇସିଂ ଗ୍ରାମରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପାଇଁ ପ୍ରାଥମିକ ବିଦ୍ୟାଳୟ ଅଛି । ମାତ୍ର ବିଦ୍ୟାଳୟକୁ ନିୟମିତ ଶିକ୍ଷକ/ ଶିକ୍ଷୟତ୍ରୀମାନେ ନଆସିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପାଠ ପଢାରେ ନା ନା ସମସ୍ୟା ଦେଖା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସିଆରସିସି, ବିଇଓ ଓ ବିଡିଓଙ୍କୁ ବାରମ୍ବାର ଲିଖିତ ଓ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी