Home Tags Mandir

Tag: mandir

ମହାରାଷ୍ଟ୍ରର କୋହ୍ଲାପୁର ଜିଲାରେ ଥିବା ମହାଲକ୍ଷ୍ମୀଙ୍କ ମନ୍ଦିର ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମୁମ୍ବଇ ଠାରୁ ୪୦୦ କି.ମି ଦୂରରେ ଏହି ମନ୍ଦିର ଅବସ୍ଥିତ। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ମନ୍ଦିରର କାରୁକାର୍ଯ୍ୟ ଏତେ ଉଚ୍ଚ କୋଟରୀର ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହା ସହ ଜଣାଯାଏ ଯେ ଶିଳ୍ପୀମାନଙ୍କ ଆଶ୍ଚର୍ଯ୍ୟକର ପ୍ରତିଭା। ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ...
ପୁରୀ : ଶ୍ରୀମନ୍ଦିରର ଦଇତାପତି ନିଯୋଗର ନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ...
ମଧ୍ୟପ୍ରଦେଶର ଖଣ୍ଡବା ଜିଲାରେ ଏକ ବୃହତ ଶିବ ମନ୍ଦିର ଅଛି। ଏହାକୁ ଭୀମକୁଣ୍ଡ ଶିବ ମନ୍ଦିର ବୋଲି କୁହାଯାଇଥାଏ। ଏହି ମନ୍ଦିରରେ ଭୀମ ପ୍ରଭୁ ମହାଦେବଙ୍କୁ ପୂଜା କରିଥିଲେ ବୋଲି କୁହାଯାଏ। ଯେଉଁ ସମୟରେ ପାଣ୍ଡବମାନେ ଅଜ୍ଞାତବାସରେ ଯାଇଥିଲେ। ଏହା ସେହି ସମୟର କଥା ବୋଲି ଉଲ୍ଲେଖ ରହିଛି। ଅଜ୍ଞାତବାସ ସମୟରେ ପାଣ୍ଡବମାନେ  ଖଣ୍ଡବାକୁ ଆସିଥିଲେ। ଆସିବା ପରେ ସେ ଜାଣିଥିଲେ ଯେ ଏହି ସ୍ଥାନରେ ଜଳ ନାହିଁ। ଏହା ପରେ...
ମନ୍ଦିରରେ ସାଧାରଣତଃ ଭୋଗ ଭାବେ ନଡ଼ିଆ, କଦଳୀ, ମିଠା , ଲଡ଼ୁ , ମିଶ୍ରି, ସୁଜି ହାଲୱା ଆଦି ଭୋଗ ହୋଇଥାଏ। ମାତ୍ର ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭୋଗ କରିବା ପାଇଁ ଚକୋଲେଟର ବ୍ୟବହାର କରାଯାଏ ଓ ଭୋଗ କରିବା ପରେ ବଣ୍ଟାଯାଏ। ଏପରି ଏକ ମନ୍ଦିର ହେଉଛି କେରଳର ଥେକନ ପଲାନି ବାଲଶୁଭ୍ରମଣ୍ୟୁମ୍‍ ମନ୍ଦିର। ବାଲଶୁଭ୍ରମଣ୍ୟୁମ୍‍ ଏପରି ମନ୍ଦିର ଯେଉଁଠାରେ ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी