Home Tags Malkangiri news

Tag: malkangiri news

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତବର୍ତୀ ପଡିଆ ଠାରୁ ମାତ୍ର ୭ କିଲୋମିଟର ଦୂର ଜଗଦଲପୁର, ହାଇଦ୍ରାବାଦ ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀ ଲଙ୍କା କାଣ୍ଡ ଘଟାଇଛନ୍ତି। ମାଓବାଦୀ ମାନେ ଏକ ଯାତ୍ରିବାହୀ ବସ୍‍ ଓ କାର ସହ ହାଇବା ଗାଡିକୁ ଜାଳି ଦେଇଛନ୍ତିା ଜଗଦଲପୁର ଠାରୁ ହାଇଦ୍ରାବାଦ ଯାଉଥିବା ଏକ ସରକାରୀ ବସ୍‍କୁ ଇଞ୍ଜୋରାମ ନିକଟରେ ଅଟକାଇ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ବସ୍‍କୁ ଜାଳି ଦେଇଥିବା...
ମାଲକାନଗିରିର : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଗତକାଲି ଶୁକ୍ରବାର ଏକ ମାଓ ମେଳି ହୋଇଥିବା ଜଣାପଡ଼ିଛି। ଏଥିରେ ମାଓ ନେତା ସୁଧିର ଯୋଗ ଦେଇ ମାଓ ସଂଗଠନକୁ ସୁଦୃଢ଼ କରିବା ଉପରେ ମତବ୍ୟକ୍ତ କରିଥିବା ଜଣାପଡ଼ିଛି। ପୁଲିସର ସୂଚନା ଦାତା ଭାବେ କାର୍ଯ୍ୟ ନ କରିବାକୁ ଚେତାବନୀ ଦିଆଯାଇଛି। ଯଦି ଏହାକୁ କେହି ଖିଲାପ କରେ, ତେବେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି...
ମାଲକାନଗିରି : ‘ସମାଜ’ ତରଫରୁ ରାଜ୍ୟ ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’ ମଙ୍ଗଳବାର ମାଲକାନଗିରି ଜିଲାରେ ପହଞ୍ଚିଛି। ଜିଲାରେ ‘ଗୋପବନ୍ଧୁ ଜ୍ୟୋତି’କୁ ଭବ୍ୟ ସ୍ୱାଗତ କରାଯାଇଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଜୁଯୁବ ବାହିନୀ ଓ ବିଭିନ୍ନ ସଂଗଠନ ତରଫରୁ ଗୋପବନ୍ଧୁ ଜ୍ୟୋତି ସହ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବଣ୍ଡା ଜନଜାତିର ଲୋକମାନେ ନିଜର ପାରମ୍ପରିକ ନୃତ୍ୟଶୈଳୀରେ ଗୋପବନ୍ଧୁ ଜ୍ୟୋତି ସହ ପରିକ୍ରମା କରିଥିଲେ। ଜିଲାର...
ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚନ୍ଦନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ବକ୍ତାଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी