Home Tags Malkangiri

Tag: malkangiri

ମାଲକାନଗିରି : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କୁ ଜଙ୍ଗଲରେ ରାତି କଟାଇବାକୁ ପଡିଛି । ଶୁକ୍ରବାର ସକାଳେ ବିଏସଏଫ ଯବାନଙ୍କ ସହ ପୋଲିଂ କର୍ମଚାରୀ ମାଲକାନାଗିରି ସଦର ମହକୁମାକୁ ଫେରିଛନ୍ତି । ସୂଚନାଯୋଗ୍ୟ, ମାଲକାନଗିରିର ଦୁର୍ଗମ ଅଞ୍ଚଳ ମୁଦୁଲିପଡା ବଣ୍ଡାଘାଟିରେ ୬ଟି ପୋଲିଂ ପାର୍ଟିର ମୋଟ ୩୬ଜଣ କର୍ମଚାରୀଙ୍କ ଡ୍ୟୁଟି ପଡିଥିଲା । ଗୁରୁବାର ମତଦାନ ସରିବା ପରେ ପୋଲିଂ କର୍ମଚାରୀ...
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦେଶ ଓ ଜାତି ପାଇଁ ଆଦର୍ଶା  ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ଭାରତ ଛାଡ ଆନ୍ଦୋଳନକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କ ମନରେ ସ୍ୱାଧୀନତାର ଚେତନା ଜାଗ୍ରତ କରିବା ଓ ଗୋରା ସରକାରଙ୍କ ବିରୁଦ୍ଧରେ ଲଢେଇ କରିଥିବା ଏହି ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକ ଦେଶପାଇଁ ଫାଶି ଖୁଣ୍ଟରେ ଚଢିଥିବା ଘଟଣା ଭାରତ...
ମାଲକାନଗିରି: ପୁଣି ଜଣେ ରୋଗୀ ଭାରରେ ବୁହା ହେଲା ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମରେ ଘଟିଛି । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳା ହଠାତ୍ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗ୍ରାମକୁ ରାସ୍ତା ନଥିବାରୁ...
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବ୍ଲକରେ ୬୨ଟି ସ୍ଥାନରେ ଗତ ଦୁଇମାସ ଧରି ଧାନମଣ୍ଡି ଆରମ୍ଭ ହୋଇଥିବା ବେଳେ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେପାରୀ ଏବଂ ଦଲାଲଙ୍କ ସହ ଲ୍ୟାମ୍ପ କର୍ମଚାରୀ ଏବଂ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଷୀମାନେ ଟୋକନ ନ ପାଇଁ ଶୀତରେ ମଣ୍ଡିରେ ସୋଇବା ସହ ଟୋକନ ପାଇଁ ଲ୍ୟାମ୍ପକୁ ଦୌଡି ଦୌଡି ନିରାଶ...
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ଜଣାପଡିଛି । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମିନାଙ୍କ ନେତୃତ୍ବରେ ଏହି ଅପରେସନ ଚାଲିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇଁ କୌଣସି ସୂଚନା ମିଳିପାରିନାହିଁ । ଏଥିସହ କୌଣସି ବରିଷ୍ଠ ପୁଲିସ ଅଧିକାରୀଙ୍କର ମଧ୍ୟ ଏନେଇ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी