Home Tags Make-in-odisha Conclave

Tag: make-in-odisha Conclave

ଭୁବନେଶ୍ୱର  : ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ, ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ସହ ରାଜଧାନୀରେ ଆରମ୍ଭ ହୋଇଥିବା ଶିଳ୍ପ ମହାକୁମ୍ଭ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮ର ଗୁରୁବାର ପରିସମାପ୍ତି ଘଟିଛି। ଆଗାମୀ ଦିନରେ ସମ୍ମିଳନୀରେ ଉଦ୍ୟୋଗପତିମାନେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀହେଲେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିି ଓ ପ୍ରଗତିରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତେବେ ଏହାକୁ ନେଇ ରାଜ୍ୟ ସରକାର ବିକାଶର ଏକ ନକ୍ସା ଆଙ୍କିଛନ୍ତି। ଏଥିରେ ୬ ବିଦେଶୀ...
ଭୁବନେଶ୍ୱର : ଓଡ଼ିଶାରେ ସୂଚନା ପ୍ରଯୁକ୍ତି(ଆଇଟି) ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ମେକ୍‍ ଇନ ଓଡ଼ିଶା କନକ୍ଲେଭ। ଏଥର କନକ୍ଲେଭରେ ଉପରୋକ୍ତ କ୍ଷେତ୍ରରେ ମୋଟ ୩୯୧୮କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୬ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ କେବଳ ରିଲାଏନ୍ସ ଟେଲିକମ କ୍ଷେତ୍ରରେ ୨ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରଖିଛି। ସେହିପରି ରଶ୍ମି ଏଣ୍ଟରପ୍ରାଇଜ ୫୦୦କୋଟି, ସାକ ରୋବୋଟିକ୍ସ...
୫ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି, - ପରବର୍ତ୍ତୀ ସମ୍ମିଳନୀ ୨୦୨୦ରେ, - ଆକର୍ଷଣରେ ଗଗନ ନାରଙ୍ଗ, ବିଭୁ ମହାପାତ୍ର ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ଉପରେ ନିବେଶକଙ୍କ ଆଶା ଅତୁଟ ରହିଛି। ପ୍ରଥମ ‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀରେ ଶିଳ୍ପପତିମାନେ ଓଡ଼ିଶା ଉପରେ ଭରସା କରି ଯେଉଁ ନିବେଶ ପ୍ରତିଶ୍ରୁତି ଦେଇଥିଲେ ଚଳିତଥର ତାହାର ଦୁଇଗୁଣରୁ ଅଧିକ ପ୍ରସ୍ତାବ ମିଳିଛିି। ଯାହା ଓଡ଼ିଶାର ଶିଳ୍ପ ଅନୁକୂଳ ପରିବେଶ...
ଭୁବନେଶ୍ୱର: ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ତାର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ରାଜ୍ୟର ଭବିଷ୍ୟତ ଓ ଶିଳ୍ପାୟନ ବିକାଶରେ ଏହି ଉଦ୍ୟମ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍-୨୦୧୮’ ଦେଶବିଦେଶର ନିବେଶକଙ୍କ ପାଇଁ ଅପୂର୍ବ ସୁଯୋଗ ଆଣି ଦେଇଛି। ଆଗାମୀ ୧୧ ତାରିଖଠାରୁ ଏଠାରେ ଆରମ୍ଭ ହେଉଥିବା ୫ ଦିନିଆ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ...
ଭୁବନେଶ୍ୱର : ଭୁବନେଶ୍ୱର ଠାରେ ନଭେମ୍ବର ମାସରେ ହେବାକୁ ଥିବା ମେକ୍‍ ଇନ ଓଡ଼ିଶା କନକ୍ଲେଭ-୨୦୧୮ କାର୍ଯ୍ୟକ୍ରମରେ ପ୍ରାୟ୨ହଜାର ପ୍ରତିନିଧି ଯୋଗଦେବେ। ଏଥିରେ ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୬୦ଜଣ ଶିଳ୍ପ ପ୍ରତିନିଧି ଯୋଗଦେବାକୁ ସ୍ୱୀକୃତି ଦେଇଛନ୍ତି। ସେହିପରି ୫୦ଟି ଭାରତୀୟ ବୃହତ କମ୍ପାନୀ ଯୋଗ ଦେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ। ଏହି କନକ୍ଲେଭର ଆୟୋଜନ ନିମନ୍ତେ ଆନୁଷଙ୍ଗିକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବେଳେ ଏହି ସୂଚନା...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी