Home Tags Makar sankranti

Tag: makar sankranti

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ବଡ ଧୁମଧାମରେ ପାଳନ କରାଯାଏ । ତେଣୁ ଗୁଡି ଉଡାଇବା ଓ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ବ୍ୟତୀତ ଆହୁରି ଅନେକ ଏଭଳି କାର୍ଯ୍ୟ ଯାହାକୁ କରିବା ଦ୍ବାରା ବର୍ଷ ସାରା ଆପଣଙ୍କ ପରିବାରକୁ ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟରେ…. ୧. ମକର ସଂକ୍ରନ୍ତି ଦିନ ଘରର ମୁଖ୍ୟ ଦ୍ବାର...
ଭାରତୀୟଙ୍କ ପ୍ରତିଟି ପର୍ବରେ କିଛି ନା କିଛି ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପରମ୍ପରା ରହିଛି । ସେହିପରି ମକର ସଂକ୍ରାନ୍ତିରେ ମକର ଚାଉଳ, ଖେଚୁଡି ସହ ଗୁଡ ଓ ରାଶିରେ ଲଡ୍ଡୁ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ ଗୁଡ ଓ ରାଶି ଲଡୁ ପ୍ରସ୍ତୁତ ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ । ମକର ସଂକ୍ରନ୍ତି ପୌଷ ମାସ ଶୁକ୍ଳ ପକ୍ଷରେ...
ଭଗବାନ ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ପ୍ରବେଶ କରିଥିବା ରାଶିର ନାମ ଅନୁସାରେ ସଂକ୍ରାନ୍ତିର ନାମକରଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାଆନ୍ତି। ସେହି ଦିନ ତିନୋଟି କାର୍ଯ୍ୟ କରିବା ଦ୍ବାରା ଜୀବନର ମାର୍ଗ ବଦଳି ଯାଇଥାଏ। ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମକର...
ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବରୁ ଏକ ମୁଖ୍ୟ ପର୍ବ ଅଟେ। ଶାସ୍ତ୍ର ଅନୁଯାୟୀ,ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ପ୍ରତିବର୍ଷ ଜାନୁଆରୀ ମାସରେ ଏହା ପାଳନ କରାଯାଇଥାଏ। ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ। ଏପରି ଭାବେ ଏକ ବର୍ଷ ମଧ୍ୟରେ ସର୍ବମୋଟ ୧୨ଟି ସଂକ୍ରାନ୍ତି ରହିଛି। ମାନ୍ୟତା ଅନୁଯାୟୀ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी