Home Tags Mahaveer

Tag: mahaveer

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ମହାବୀରର ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ଶିକାରୀର ଆକ୍ରମଣରେ ମହାବୀରର ମୃତ୍ୟୁ ହୋଇଥିବା ଏନଟିସିଏ ସ୍ପଷ୍ଟ କରିଛି । ଏନେଇ ଏନଟିସିଏ ଶନିବାର ପିସିସିଏଫକୁ ଚିଠି ଲେଖିଛି । ମହାବୀରର ମୃତ୍ୟୁକୁ ନେଇ ତଦନ୍ତକାରୀ ଅଧିକାରୀ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଏହି ଚିଠିରେ ସୁପାରିସ...
ନୂଆଦିଲ୍ଲୀ: ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁର କାରଣ ପୁଣି ନୂଆ ମୋଡ ନେଇଛି । କେନ୍ଦ୍ରୀୟ ବିଶେଷଜ୍ଞ ଦଳଙ୍କ ତଦନ୍ତ ରିପୋର୍ଟ ‘ମହାବୀର’ର ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଖଣ୍ଡନ କରିଛି । କେନ୍ଦ୍ରୀୟ ବିଶେଷଜ୍ଞ ଦଳଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ମହାବୀରର ମୃତ୍ୟୁ ଝିଙ୍କ ଯୋଗୁଁ ନୁହେଁ ବରଂ ଜାଲରେ ପଡିବା ଦ୍ବାରା ହୋଇଛି । ବାରହା ପାଇଁ ବିଛା ଯାଇଥିବା ଜାଲରେ ପଡ଼ିବା ପରେ ମହାବୀର...
ସାତକୋଶିଆ: ରହସ୍ୟ ଘେରରେ ରହିଥିବା ମହାବଳ ବାଘ ମହାବୀରର ମୃତ୍ୟୁର କାରଣ ସୋମବାର ସ୍ପଷ୍ଟ ହୋଇଛି । ଝିଙ୍କ ଯୋଗୁ ମହାବଳର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ଝିଙ୍କକୁ ଗଳି ଦେଇଥିବାରୁ ମହାବଳ ବାଘ ବେକରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ପରେ ଏହି କ୍ଷତ ସଂକ୍ରାମଣ ହୋଇ ମହାବୀରର ଜୀବନ ନେଇଥିଲା । ମହାବୀରର ପାକସ୍ଥଳିରୁ ୮ରୁ ୧୦ଟି ଝିଙ୍କ କାଠି ମିଳିଥିବା...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी