Browsing Tag

loot

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡ଼କାୟତି

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡ଼କାୟତି ହୋଇଛି। ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୩ ଜଣ ଡ଼କାୟତ ବ୍ୟାଙ୍କ ପଛରେ ଥିବା ପଞ୍ଚାୟତ କାର୍ଯ୍ୟାଳୟର…
Read More...

ଲୁଟେରାକୁ ନିସ୍ତୁକ ମାଡ଼

ଖୋର୍ଦ୍ଧା : ଜିଲ୍ଲାପାଳ କାର୍ଯ୍ୟାଳୟ ଛକରେ ଚେନ ଲୁଟ କରୁଥିବା ସମୟରେ ଲୁଟେରା ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଲୁଟେରାମାନେ ସ୍କୁଟିରେ ଯାଉଥିବା ଦମ୍ପତ୍ତିଙ୍କ ଠାରୁ ଚେନ ଲୁଟ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ…
Read More...

ମାଡ଼ମାରି ୧୦ଲକ୍ଷ ଲୁଟ୍‍ ଅଭିଯୋଗ

ଭଞ୍ଜନଗର : ବୁଗୁଡ଼ା ଥାନା କରସିଂ-ଉଦୟପୁର ରାସ୍ତାରେ ଜଣେ ଗୋରୁ ବେପାରୀଙ୍କୁ ମାଡ଼ ମାରି ୧୦ଲକ୍ଷ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବେପାରୀ ଜଣଙ୍କ ଗୋରୁ ବିକିସାରି ଫେରୁଥିବା ସମୟରେ ରାସ୍ତାରେ ହଠାତ୍‍…
Read More...

ଏଟିଏମରୁ ଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା : ସଟର ତାଡ଼ି ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ ଅଭିଯୋଗ ହୋଇଛି। ମାର୍ଶାଘାଇ ଥାନା ଜୁଣ ଛକରେ ଦୁର୍ବୃତ୍ତମାନେ ଏଟିଏମକୁ ଭଙ୍ଗାରୁଜା କରି ଲୁଟ କରିଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।…
Read More...

ଖୋର୍ଦ୍ଧାରେ ସିରିଜ ଲୁଟ ଅଭିଯୋଗ

ଖୋର୍ଦ୍ଧା : ଶରଧାପୁର ତରତୁଆ ଛକରୁ ସିରିଜ ଲୁଟ ହୋଇଛି। ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ସଟର ତାଡ଼ି ବିଭିନ୍ନ ଦୋକାନରୁ ଲୁଟ ଅଭିଯୋଗ ହୋଇଛି। ଦୋକାନ ମାନଙ୍କର ସଟର ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି…
Read More...

କାର କାଚ ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ା ତହସିଲଦାର ଅଫିସ ସମ୍ମୁଖରେ ଏକ କାରର କାଚ ଭାଙ୍ଗି ଦୁର୍ବୃତ୍ତମାନେ ୩ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ସୂଚନା ଅନୁଯାୟୀ, ଶିକ୍ଷକ ସୁରେଶ ଚନ୍ଦ୍ର ସାଗର ସୋମବାର ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ…
Read More...

ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ

ବଣେଇ : ବଣେଇ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଗ୍ରାମ ନିକଟରେ ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗୁରୁଣ୍ଡିଆ ରୁ ବଣେଇ ହୋଇ ସୁନ୍ଦରଗଡ଼ ଯାଉଥିବା ଏକ ବୋଲେରୋ ଗାଡ଼ିକୁ…
Read More...

ଘରେ ପଶି ସୁନା ଓ ଟଙ୍କା ଲୁଟ

ବାଲେଶ୍ୱର : ସିମୁଳିଆ ଥାନା ଅନ୍ତର୍ଗତ ବାରି ଗ୍ରାମରେ ମଧ୍ୟରାତିରେ କରୁଣାକର ବେହେରାଙ୍କ ଘରୁ ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ କରୁଣାକରଙ୍କ ଘରେ ପଶି ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ୨ ହଜାର ଟଙ୍କା ଲୁଟ…
Read More...

ଏଟିଏମ ଭାଙ୍ଗି ଟଙ୍କା ଲୁଟ

ନୀଳଗିରି : ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମ ଲୁଟ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଗ୍ୟାସ କଟରରେ କାଟି ୧୭ଲକ୍ଷରୁ…
Read More...

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନାର ସରକାରପଡ଼ାରେ ଥିବା ରାମେଶ୍ୱର ମନ୍ଦିରରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ଚାଳ କଣା କରି ଠାକୁରଙ୍କ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଏହାସହ…
Read More...