Browsing Tag

loot

ସାର ଦୋକାନରୁ ଲୁଟ୍ ଅଭିଯୋଗ

ପାଟଣା: ଆଜବେଷ୍ଟସ ଭାଙ୍ଗି ଏକ ସାର ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଆଜବେଷ୍ଟସ ଭାଙ୍ଗି କିଛି ଦୁର୍ବୃତ୍ତମାନେ ଦୋକାନ ଘରେ ପଶି ଡ୍ରୟର ତାଲା ଭାଙ୍ଗି ସେଥିରେ ଥିବା ନଗଦ ୬ ହଜାର…
Read More...

କାଦୁଅ ଫିଙ୍ଗି ବୃଦ୍ଧଙ୍କ ଠାରୁ ୪୦ ହଜାର ଲୁଟ୍

ଭୁବନେଶ୍ବର: କାଦୁଅ ଫିଙ୍ଗି ଜଣେ ବୃଦ୍ଧଙ୍କ ଠାରୁ ୪୦ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲା ଘୁ.ଉଦୟଗିରି ସହରରେ ଏଭଳି ଏକ ଅଭିନବ ଉପାୟରେ ଲୁଟ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ଏକ…
Read More...

ଜିଓ ଟାୱାର ବସାଇବା ଆଳରେ ଠକେଇ; ୫ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଜିଓ ଟାୱାର ବସାଇବା ବାହାନାରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୫୭ ହଜାର ଟଙ୍କା ସମେତ ୭ଟି…
Read More...

ଘରେ ପଶି କଳାକନା ବୁଲାଇଲେ ଲୁଟେରା

ରାଉରକେଲା: ସୁନ୍ଦରଗଡ ଜିଲା ରାଉରକେଲାର ସେକ୍ଟର-୧୯ସ୍ଥିତ ବି୧୭୧ରେ ରହୁଥିବା ଦମନ ତ୍ରିପାଠୀଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଝିଅ ବିବାହ ପାଇଁ ଘରେ ରଖିଥିବା ୬ ଲକ୍ଷ ଟଙ୍କାର ସୁନା ଓ ନଗଦ ୩୦ ହଜାର…
Read More...

ମଦ, ମାଂସର ଭୋଜି ପରେ ସୋ’ରୁମ୍‌ ରୁ ଲୁଟ୍; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ବର: ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଅଞ୍ଚଳରୁ ଅଭିନବ ଉପାୟରେ ଲୁଟ୍ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏୟାରପୋର୍ଟ ଅଞ୍ଚଳରେ ଥିବା ଏକ ମାର୍ବଲ ସୋ’ରୁମରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ…
Read More...

୧୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଟକ : ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ବାଇକରେ ଆସି ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା…
Read More...

ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଦିବ୍ୟବିହାରରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘରେ ବୃଦ୍ଧ ଦମ୍ପତ୍ତିଙ୍କୁ ତରଲା ପକାଇ ଲୁଟେରାମାନେ ସୁନା ଗହଣା ସମେତ…
Read More...

ମହିଳାଙ୍କ ଠାରୁ ସୁନା ଚେନ ଲୁଟ

ଯାଜପୁର : ଯାଜପୁର ଗରିଆପୁର ପ୍ରାର୍ଥମିକ ସ୍କୁଲ ନିକଟରୁ ରବିବାର ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି। ଲୁଟ ଶିକାର ହୋଇଥିବା ମହିଳା ଜଣଙ୍କ ଯାଜପୁର ଥାନା ବାମଦେବପୁର ଅଞ୍ଚଳର…
Read More...

ଲୁଟ ଉଦ୍ୟମ ବିଫଳ, ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକେ

ଭୁବନେଶ୍ୱର : ଖଣ୍ଡଗିରି ଥାନା ଅନ୍ତର୍ଗତ ଆଳୁ ଗଦି ନିକଟରେ ମହିଳାଙ୍କ ଠାରୁ ମୋବାଇଲ ଫୋନ ଝାମ୍ପିବାକୁ ଉଦ୍ୟମ କରିବା ସମୟରେ ଜଣେ ଲୁଟେରା ଧରାପଡ଼ିଛି। ଲୁଟେରା ଜଣଙ୍କ ଡ଼ୁମୁଡ଼ୁମା ସୁବାସ ନଗର ବସ୍ତିର ନରେନ୍ଦ୍ର…
Read More...

ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନା ଲୁଟ

ପୁରୀ : ପୁରୀ ଏସସିଏସ କଲେଜ ଛକରେ ସୋମବାର ସକାଳେ ପୁଲିସ ପରିଚୟ ଦେଇ ୨ଜଣ ମହିଳାଙ୍କ ଠାରୁ ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୨ ଜଣ ମହିଳାଙ୍କୁ ଏତେ…
Read More...