Browsing Tag

loot

ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ମାରଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଲୁଟ୍‌

ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଜିଝାରପୁର ରେଳ ଲାଇନ ନିକଟରୁ ଏକ ଗ୍ୟାସ ଏଜେନ୍ସିର ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମରାଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ…
Read More...

ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସ୍କୁଟି

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନସ୍ଥ ବାହାନାଡ଼ା-ବଡକରଞ୍ଜିଆ ରାସ୍ତାରେ ବୁଧବାର ସନ୍ଧ୍ୟା ସମୟରେ ତିନି ଜଣ ଦୁର୍ବୃତ୍ତ ବାରିପଦାର ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ କମ୍ପାନୀର…
Read More...

ଝରକା ତାଡ଼ି ନେଇଗଲେ ୫ ଲକ୍ଷ ଟଙ୍କା, ୧୦ ଭରି ସୁନା

ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରର ଝରକା ତାଡ଼ି ୫ ଲକ୍ଷ ଟଙ୍କା ଏବଂ ୧୦ ଭରି ଓଜନର ସୁନାଗହଣା…
Read More...

ଧନୁପାଲୀ ଥାନା ସମ୍ମୁଖରୁ ଲୁଟ୍ : ପୁଲିସ ଅପରାଧୀକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ          

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ସୁନାଗହଣା ଲୁଟ ମାମଲା ବଢ଼ି ଚାଲିଛି। ପୁଲିସକୁ ଚ୍ୟାଲେଞ୍ଜ କରି ଥାନା ସମ୍ମୁଖରୁ ଲୁଟେରାମାନେ ଲୁଟ୍ କରୁଛନ୍ତି। ହେଲେ ପୁଲିସ ସେମାନଙ୍କ ଟେର୍ ପାଉନାହିଁ। ଲୁଟକୁ ୩ ଦିନି ବିତି…
Read More...

୬ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଛି। ପୁରୁଣାଗଡ଼ ସାହିର ପ୍ରମୋଦ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରାତି ପ୍ରାୟ ୨ ରୁ…
Read More...

କାର କାଚ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଟକ : କଟକ ଜିଲାର ମହାନଦୀବିହାର ଅଞ୍ଚଳରୁ ଶୁକ୍ରବାର ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଏକ କାରର କାଚ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ମହାନଦୀ ବିହାର ଅଞ୍ଚଳରେ ଥିବା…
Read More...

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ; ଲୁଟି ନେଲେ ୩୦ ଭରି ସୁନା ୪୦ ହଜାର ଟଙ୍କା

ବଲାଙ୍ଗୀର : ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା…
Read More...

ବାଇକ ଡ଼ିକି ଭାଙ୍ଗି ୧ଲକ୍ଷ ୯୫ ହଜାର ଲୁଟ ଅଭିଯୋଗ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଇକ ଡ଼ିକି ଭାଙ୍ଗି ସୋମବାର ୧ ଲକ୍ଷ ୯୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ଦୋକାନରୁ ମିଠା କିଣିବା ସମୟରେ ବାହାରେ…
Read More...

ସୋରରେ ପୁଣି ମାତିଲେ ଲୁଟେରା, ଗୋଡାଇ ଗୋଡାଇ ହାଣି ଲୁଟିଲେ ଦେଢ ଲକ୍ଷ

ସୋର: ବାଲେଶ୍ବର ଜିଲା ସୋରରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଖଣ୍ଡାରେ ଗୋଡାଇ ଗୋଡାଇ ହାଣିବା ପରେ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋର…
Read More...

ଧାମରାଇ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା, ସୁନା

ଧାମରା: ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ମା’ ଧାମରାଇ ମନ୍ଦିରରେ ଥିବା ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଦ୍ୱାରରେ ଥିବା ଚାବି…
Read More...