Browsing Tag

loot

ସୁନା ଦୋକାନୀକୁ ଚକମା ଦେଇ ଲୁଟି ନେଲେ ୪୦ ଗ୍ରାମର ଅଳଙ୍କାର 

ବାଙ୍କୀ/ଡମପଡ଼ା : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଆଦିମାତା ଛକ ନିକଟ ଅର୍ଣ୍ଣପୂର୍ଣ୍ଣା ଜୁଏଲାରୀ ୱାର୍କସପ୍‌ରୁ ସୁନା ଦୋକାନୀକୁ ଚକମା ଦେଇ ଲୁଟେରା ୪୦ ଗ୍ରାମର ସ୍ୱର୍ଣ୍ଣଅଳଙ୍କାର ଲୁଟି ନେଇଥିବା…
Read More...

ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ

ଛତ୍ରପୁର: ଛତ୍ରପୁର କୋର୍ଟ ଷ୍ଟେଶନ ଗଳି ନିକଟରୁ ସୋମବାର ସକାଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଆଶା ଦେବୀ। ସୂଚନା ଅନୁସାରେ, ଆଶା ଦେବୀ ଏକ…
Read More...

ଗୁଳିମାଡ କରି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଲୁଟ୍ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା-ମାରୁଗୋଠ ମଧ୍ୟବର୍ତ୍ତୀ ୬୫ନଂ ରାଜ୍ୟ ରାଜପଥରେ ସନ୍ଧ୍ୟା ପ୍ରାୟ ୫.୩୦ମିନିଟ୍ ସମୟରେ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ…
Read More...

ଲୁଟେରା ସକ୍ରିୟ, ଡିକିରୁ ଲୁଟିଲେ ୮୬ହଜାର ଟଙ୍କା

ପଦ୍ମପୁର: ପଦ୍ମପୁର ପୁଲିସ ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକମାନେ ଖାମଖିଆଲି ଭାବରେ ଟଙ୍କାକୁ ରଖୁଛନ୍ତି । ବୁଧବାର ଲୁଟେରାମାନେ ପଦ୍ମପୁର ନେହେରୁ ଗଳି ରାସ୍ତାରୁ ଜନୈକ ବ୍ୟକ୍ତିଙ୍କ ବାଇକରୁ ୮୬ହଜାର ଟଙ୍କା ନେଇ…
Read More...

ବିଳମ୍ବିତ ରାତିରେ କେବିନ ତାଡି ଚୋରି, ଥାନାରେ ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ଏକ ପାନ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି । ଶନିବାର ସଂଧ୍ୟାରେ ଝାଟିପଡା ଗ୍ରାମର ମନ ବାରିକ ଦୋକାନ ବନ୍ଦ କରି…
Read More...

ଇମିଟେଶନ ବଦଳାଇ ସୁନା ଲୁଟୁଥିଲେ, ୩ ମହିଳାଙ୍କୁ ଗିରଫ କଲା ପୁଲିସ

ଭଦ୍ରକ: ସାଥୀରେ ଇମିଟେଶନ ସାମଗ୍ରୀ ନେଇ ସୁନା ଦୋକାନକୁ ଯାଉଥିଲେ। ସେଠାରେ ସୁନା ଅଳଙ୍କାର ଦେଖିବା ଆଳରେ ସେସବୁକୁ ବଦଳାଇ ଦେଉଥିଲେ। ଏପରି ଭାବେ ଗ୍ରାହକ ବେଶରେ ସୁନା ଲୁଟୁଥିବା ୩ ଲେଡି ଲୁଟେରାଙ୍କୁ ଗିରଫ କରିଛି…
Read More...

ମହିଳାଙ୍କଠାରୁ ଲକ୍ଷେ ୪୮ ହଜାର ଲୁଟ୍ ଅଭିଯୋଗ

ସଇଁନ୍ତଲା : ସ୍ଥାନୀୟ ବିଡ଼ିସିସି ବ୍ୟାଙ୍କ ସମ୍ମୁଖରୁ ଜଣେ ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆମ୍ବପାଲି ପଂଚାୟତ କୁଶମାଲ ଗ୍ରାମର ଲେଚନା ନାଗ…
Read More...

ଗ୍ରିଲ ଭାଙ୍ଗି ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି, ଥାନାରେ ଅଭିଯୋଗ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରୁ ଗତ ବିଳମ୍ବିତ ରାତିରେ ଘରର ଗ୍ରିଲ ଭାଙ୍ଗି ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ…
Read More...

ପୁଣି ଘାଟିରେ ମାତିଲେ ଡ଼କାୟତ: ୨ ଭାଇ ଅଟକ, ୪ ଫେରାର୍‍

ଫୁଲବାଣୀ: କନ୍ଧମାଳ ଜିଲା ସଦରଥାନା ଅନ୍ତର୍ଗତ ଭେଟକୁଲ ଘାଟିରେ ପୁଣି ମାତିଛନ୍ତି ଡ଼କାୟତ। ଏକ ମାମଲାରେ ପୁଲିସ୍‍ ଆଜି ହୋଇଥିବା ୨ଟି ଅଭିଯୋଗ ପ୍ରକାରେ ସଦର ପୁଲିସ୍‍ ୨ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ…
Read More...

ତୁଷୁରାରେ ପଲସର ଆତଙ୍କ ; ଦିନ ଦ୍ବିପ୍ରହରରେ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ତୁଷରା : ତୁଷୁରାରେ ବିଭିନ୍ନ ସମୟରେ ପଲସରରେ ଲୁଟେରାମାନେ ଆସି ଟଙ୍କା ଲୁଟ କରୁଥିବା ବେଳେ ଶୁକ୍ରବାର ଏକ ମିଲ୍‌ରେ କର୍ମଚାରୀଙ୍କ ଡିକିରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ତୁଷୁରା…
Read More...