Home Tags Loot

Tag: loot

କଟକ : ସିଡିଏରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଲୁଟ ଉଦ୍ୟମ କରୁଥିବା ବେଳେ ଦୁର୍ବୁତ୍ତମାନେ ବିଫଳ ହୋଇଛନ୍ତି। ଜଣେ ପେଟ୍ରୋଲ ପମ୍ପର କର୍ମଚାରୀ ୧୫ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ଲୁଟ ଉଦ୍ୟମ କରିଥିଲେ। କିନ୍ତୁ ଲୁଟ କରିବାକୁ ବିଫଳ ହୋଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରେ ବୋମାମାଡ କରି ଫେରାର ହୋଇଯାଇଥିବା...
ବାଲେଶ୍ୱର : ବାଲେଶ୍ୱର ସିରିଜ ଏଟିଏମ ଲୁଟେରା ଗ୍ୟାଙ୍ଗ ସୋମବାର ଧରାପଡ଼ିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସମେତ ୩ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ସେମାନଙ୍କ ପାଖରୁ ମୋଟ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ, ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି। ଏହାସହ ସୁନା ଅଳଙ୍କାର ଏବଂ କିଛି ମୋବାଇଲ ମଧ୍ୟ ଜବତ ହୋଇଛି। ଏନେଇ ବାଲେଶ୍ୱର ଏସପି ସାମ୍ବାଦିକ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ପାଖରେ ଥିବା ଏକ ପେଟ୍ରୋଲ ପମ୍ପରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ଦୁଇଟି ବାଇକରେ ଆସିଥିବା ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ସୂଚନା ଯୋଗ୍ୟ,...
ପୁରୀ : ଦିନଦ୍ବିପ୍ରହରରେ ଦୋକାନ ଉପରେ ବୋମାମାଡ଼ କରି ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପୁରୀ ଜିଲା ବ୍ରହ୍ମଗିରି ସ୍ଥିତ ପଲଙ୍କ ଗାଁରୁ ଆସିଛି । ରବିବାର ଦୁର୍ବୃତ୍ତମାନେ ଏକ ଦୋକାନ ଉପରକୁ ପ୍ରଥମେ ବୋମାମାଡ କରିଥିଲେ । ପରେ ଦୋକାନ ଭିତରେ ପଶି ୧୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ବୋମାମାଡର କାରଣ ଜଣାପଡିନଥିବା ବେ​‌ଳେ...
ରାୟଗଡ଼ା : ରାୟଗଡ଼ାରେ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦିଲି ଥାନା ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଲୁଟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଲୁଟେରାମାନେ ମେସିନ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିିଁ। ଥାନାର ନିକଟରୁ ମାତ୍ର ଅଳ୍ପ କିଛି ଦୂରରେ ଥିବା ଏଟିଏମ ଲୁଟ ଏହି ଲୁଟ ହୋଇଛି। ଖବର ପାଇ...
ଭୁବନେଶ୍ୱର : ଦିନଦ୍ୱିପହରରେ ରାଜଧାନୀରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି । ଦିନଦ୍ୱିପହରରେ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ ଓ ପରେ ହତ୍ୟା ଧମକ ଦେଇ ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏକ ଦମ୍ପତ୍ତି ମର୍ଣ୍ଣଂ ୱାକ ସାରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୫ଜଣ...
ଫୁଲବାଣୀ : ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଫୁଲବାଣୀ ମେଡିକାଲ ଛକ ନିକଟରେ ଘଟିଛି। କର୍ମଚାରୀ ଜଣକ ଟଙ୍କା ଉଠାଇ ନେଇ ଫେରୁଥିଲେ। ସେହି ସମୟରେ ଦୁଇଟି ବାଇକରେ ଲୁଟେରା ଆସି ତାଙ୍କୁ ଧକ୍କା ମାରି ଟଙ୍କା ନେଇ ପଳାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।
ସୋର : ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଡ଼ାକ୍ତରଖାନା ନିକଟରେ ଥିବା ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଲୁଟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁହଁରେ କଳା କପଡ଼ା ବାନ୍ଧି ବନ୍ଧୁକ ଭୁଜାଲି ଦେଖାଇ ୭୦ ହଜାର ଟଙ୍କା, ସୁନାଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଘର ମାଲିକଙ୍କର ତିନିଟି ଆଙ୍ଗୁଠି...
ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁର ଧବଳେଶ୍ୱର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ମା’ପାର୍ବତୀଙ୍କ ସୁନା ଚେନ ଓ ରୂପା ମୁକୁଟ ଚୋରି କରିବା ସହ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି। ସେହିପରି ଦୁର୍ଗା ମନ୍ଦିରରୁ...
ଖୋର୍ଦ୍ଧା : ତୋଟାପଡା ଛକରୁ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଛଡାଇ ନେଇଛନ୍ତି। ଦୁର୍ବୃତ୍ତମାନେ ପଲସର ଗାଡିରେ ଆସି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ସରକାରୀ କର୍ମଚାରୀ ଜଣକ ବ୍ୟାଙ୍କରୁ ଅବସର ବାବଦ ଟଙ୍କା ନେଇ ଫେରୁଥିଲେ। ସେହି ସମୟରେ ୩ଜଣ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲେ। ଏ ନେଇ ଖୋର୍ଦ୍ଧା ଟାଉନ...

ବହୁ ଚର୍ଚ୍ଚିତ ଖବର

Tuesday, June 25, 2019
ଓଡ଼ିଆ | English | हिंदी