Home Tags Lawyer strike

Tag: Lawyer strike

କଟକ : ଏକ ମାସରୁ ଅଧିକ ସମୟ ଧରି ଚାଲୁ ରହିଥିବା ଆଇନଜୀବୀମାନଙ୍କ ଆନ୍ଦୋଳନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ଥିର ହୋଇଛି। ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।  ବାର ଆସୋସିଏସନର ସଭାପତି ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀ ଗିରଫ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି...
-ସୁପ୍ରିମକୋର୍ଟ ନିର୍ଦେଶ ମାନିଲେନି ଆଇନଜୀବୀ,  -ପ୍ରଧାନ ଓ ମୁଖ୍ୟ ବିଚାରପତିଙ୍କ କୁଶ ପୁତ୍ତଳିକା ଦାହ କଟକ : ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାକୁ ମାନିଲେନି ଆଇନଜୀବୀ। ଆନ୍ଦୋଳନକୁ ଜୋରଦାର କରିଛନ୍ତି ଆଇନଜୀବୀ। ଆଜି ହାଇକୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଦେଖାଯାଇଥିଲା ଅଭାବନୀୟ ପରିସ୍ଥିତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଇନଜୀବୀମାନଙ୍କ ମହଲରେ ଦେଖାଯାଇଥିଲା ଅସନ୍ତୋଷ। ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ କେବଳ ବିଚାରପତିଙ୍କ ବ୍ୟତିତ ଅନ୍ୟ କାହାରିକୁ ଭିତରକୁ...
କଟକ : ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କ ସମେତ ଦୁଇ ଜଣ ଅଧିକାରୀ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଡିଆଇଜିଙ୍କ ପକ୍ଷରୁ ତଦନ୍ତ ସଂକ୍ରାନ୍ତ ରିପୋର୍ଟ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी