Home Tags Konark

Tag: konark

କୋଣାର୍କ : କୋଣାର୍କ ଉପରେ ଡ୍ରୋନ ଉଡାଇବା ଥିବାରୁ ୨ଜଣ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି। ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ପ୍ରତ୍ବତତ୍ତ୍ବ ବିଭାଗ ଅଟକ ରଖିଛି। କୋଣାର୍କକୁ ବୁଲି ଆସିଥିବା ବେଳେ ସେମାନେ ଡ୍ରୋନ ଉଡାଇଥିଲେ। ସେମାନଙ୍କୁ ମଙ୍ଗଳବାର ଦିନ ଅଟକ ରଖାଯାଇଛି।
କୋଣାର୍କ : ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆୟୋଜିତ ହେଉଥିବା ୨୯ତମ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ ଜାଭେରୀ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ...
କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ଅନସରା ଗ୍ରାମସ୍ଥିତ ଉତ୍ତରେଶ୍ଵର ମହାଦେବ ମନ୍ଦିର ପରିସରରେ ସିମିଳି ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ସଙ୍ଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ପଲିଥିନ୍ ବ୍ୟବହାର ନିଷେଧ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିମିଳି ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି କୃଷ୍ଣ ମୋହନ ବାରିକଙ୍କ ନେତୃତ୍ୱରେ ବିଜୁ ଯୁବ ବାହିନୀର ସଂପାଦକ ସସ୍ମିତା ଲେଙ୍କା,...
କୋଣାର୍କ : ଵିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟ ମନ୍ଦିରର ସୁରକ୍ଷା, ସଂରକ୍ଷଣ, ପାରିପାର୍ଶ୍ବିକ ବିକାଶ ଓ ରକ୍ଷଣାବେକ୍ଷଣ ସଠିକ ଭାବରେ ହେଉନାହଁ  । କୋଣାର୍କ ସୂର୍ୟ୍ୟମନ୍ଦିର ଦାୟିତ୍ୱରେ ଥିବା କେନ୍ଦ୍ରସରକାରଙ୍କ ଏଏସଆଇ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି । ବିଶ୍ୱ ଐତିହ ପ୍ରତି ବିପଦକୁ ଉପଲବ୍ଧି କରି ଏହାର ସୁରକ୍ଷା ନିମନ୍ତେ ଶନିବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ସୂର୍ୟ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ସୁରକ୍ଷା...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी