Home Tags Khunta news

Tag: Khunta news

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଲକ୍ଷ୍ମଣାସାହି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଣି ସମସ୍ୟା ଚିନ୍ତାର କାରଣ ପାଲଟିଛି। ପାଣି ସମସ୍ୟା ପାଇଁ ବିଦ୍ୟାଳୟରେ ପିଇବା, ହାତ ମୁହଁ ଧୋଇବା ଆଦି ଯାବତୀୟ କାମ ପାଇଁ ୩୦୦ ମିଟର ଦୂର ଲକ୍ଷ୍ମଣା ସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି। ବିଦ୍ୟାଳୟରେ ବର୍ତ୍ତମାନ ଷଷ୍ଠ, ସପ୍ତମ...
ଖୁଣ୍ଟା - ମୟୁରଭଞ୍ଜ ଜିଲା ବେତନଟୀର ବଙ୍ଗଳା ଛକରେ ସଡ଼କ ଦୁର୍ଘଟଣାରେ ଜଣଙ୍କର  ମୃତ୍ୟୁ ହୋଇଛି । ଖୁଣ୍ଟା ଥାନା ମୁଟୁରୁଦା ଗ୍ରାମର ମାନସ ରାଉତ ବେତନଟୀ ଯାଇଥିବା ବେଳେ ତାଙ୍କର ମଟର ସାଇକେଲକୁ ଏକ ଟ୍ରକ ଧକା ଦେଇଥିଲା  । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ମାନସଙ୍କର ମୃତ୍ୟୁ  ହୋଇଛି । ମାନସ  ଘରର ଏକମାତ୍ର ପୁଅ ହୋଇଥିବା ବେଳେ ସେ ଝାରସୁଗୁଡ଼ାରେ ଘରୋଇ କମ୍ପାନୀରେ  ସିକ୍ୟୁରିଟି ଗାର୍ଡ ଭାବେ...
ଖୁଣ୍ଟା : ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଲଗାଣ ବର୍ଷାରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ଖୁଣ୍ଟା ବଜାର ଓ ସରକାରୀ କାର୍ଯ୍ୟାଳୟ ଶୂନଶାନ ହୋଇପଡିଥିବା ବେଳେ ଗୋପବନ୍ଧୁ ନଗର ବ୍ଲକର କେତେକ ସ୍ଥାନରେ ଘର ଗୁଡିକର କାନ୍ଥ ଓ ଛପର କ୍ଷତିଗ୍ରସ୍ତ ହୋଇଛି। ସାନଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧୀନ ଖୁଣ୍ଟା ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ସନ୍ୟାସୀ ଦେହୁରୀଙ୍କ ନଡ଼ା ଚାପର...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी