Browsing Tag

kandhamala

୫ ଦିନ ହେଲା କନ୍ଧମାଳ ଶୀତରୁ ଗାଏବ

ଫୁଲବାଣୀ : ଶୀତ ପାଇଁ ବେଶ୍ ପରିଚିତ କନ୍ଧମାଳ ଜିଲାରୁ ଗତ ୫ ଦିନ ହେଲା ଶୀତ ଗାଏବ ହୋଇଯାଇଛି। ଗତ  ବର୍ଷ ଏହି ସମୟରେ ଯେଉଁଭଳି ଭାବେ ଶୀତ ଅନୁଭୁତ ହେଉଥିଲା ଚଳିତ ବର୍ଷ ତାହାର ବିପରୀତ ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା; ନବଜାତକୁ ହତ୍ୟା ଅଭିଯୋଗ ଆଣିଲେ ପୀଡିତାଙ୍କ ବାପା

କନ୍ଧମାଳ: ସେବାଶ୍ରମ ହଷ୍ଟେଲରେ ନାବାଳିକା ଛାତ୍ରୀଙ୍କ ପ୍ରସବ ଘଟଣା ଏବେ ନୂଆ ମୋଡ ନେଇଛି । ନବଜାତ ଶିଶୁକନ୍ୟାକୁ ମେଡିକାଲରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହଷ୍ଟେଲରେ ପ୍ରସବ ପରେ ମା ଓ ଛୁଆ ଜଙ୍ଗଲରେ ଛାଡି…
Read More...

ଛାତ୍ରୀଙ୍କ ପ୍ରସବ ଘଟଣା: ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ କନ୍ଧମାଳ ଜିଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦ୍ୟାଳୟର ୩ ଜଣ ଆସିଷ୍ଟାଣ୍ଡ…
Read More...