Home Tags Kalia-yojana

Tag: kalia-yojana

ଭୁବନେଶ୍ୱର : ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅତ୍ୟଧିକ୧୦ଲକ୍ଷ ଚାଷୀ ଉପକୃତ ହେବେ। ଏହି ଯୋଜନାରେ ଯେପରି କୌଣସି ଚାଷୀ ବାଦ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅତ୍ୟଧିକ ୧୦ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର,...
ଭୁବନେଶ୍ୱର : ବିଧାନସଭାରେ ଗୁରୁବାର ଆଗତ ହୋଇଥିବା ଅନ୍ତରୀଣ ବଜେଟରେ କାଳିଆ ଯୋଜନା ପାଇଁ ସର୍ବଧିକ ବ୍ୟୟ ଅଟକଳ କରାଯାଇଛି। କାଳିଆ ଯୋଜନା ପାଇଁ ୪୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ ଲୋକାର୍ପଣ କରାଯାଇଥିଲା। ଏହି ଯୋଜନା ଦ୍ୱାରା ରାଜ୍ୟର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ, ଭୂମିହୀନ ମାନେ ଏହାଦ୍ୱାରା ଉପକୃତ...
ଭୁବନେଶ୍ୱର :  କାଳିଆ ଯୋଜନା ନିମନ୍ତେ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । କୃଷି  ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ଜେରକ୍ସ ଫର୍ମରେ ମଧ୍ୟ କାଳିଆ ଯୋଜନାରେ ପଞ୍ଜିକରଣ କରାଯାଇପାରିବ ବୋଲି ଶ୍ରୀ ଗର୍ଗ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଆବେଦନର ଶେଷ ତାରିଖ ଜାନୁଆରୀ ୧୫ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी