Home Tags Kalahandi news

Tag: kalahandi news

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ମାଣିଙ୍ଗପଦର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଗାଁ ନିକଟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଜଣେ ମହିଳା ଶୌଚ ହେବାକୁ ଯାଉଥିବାବେଳେ ଶିଶୁ କନ୍ୟାଟିକୁ ଦେଖିଥିଲେ। ଶିଶୁଟିକୁ କିଏ ଓ କାହିଁକି ରାସ୍ତାରେ ଛାଡ଼ି ଦେଇଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି...
ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ହାତୀ ବ୍ୟାରେଜରେ ଭାସୁଥିବା ଏକ ଶବକୁ ଜୟପାଟଣା ପୁଲିସ ଉଦ୍ଧାର କରିବା ସହ ଶବ ଚିହ୍ନଟ କରିଛି। ପୋଲିସ ସୁତ୍ରରୁ ପ୍ରକାଶ ଯେ ଗୁରୁବାର ମଙ୍ଗଳପୁର ଗ୍ରାମର ଗୋବର୍ଦ୍ଧନ ନାଏକ(୩୫) ନିଖୋଜ ହୋଇଥିବା ସମ୍ପର୍କରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ସୋମବାର ସକାଳେ ଏକ ଶବ ମଙ୍ଗଳପୁର ହାତୀ ବ୍ୟାରେଜରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ...
ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ ରଣମାଲ ପଞ୍ଚାୟତର ହବିନ ଗହିର ଓ ମୋଟେର ପଞ୍ଚାୟତର ଦୁଷ୍ମନ୍ତ ମାଝୀ ଜୁନାଗଡରୁ ଏକ ପିକପ ଭ୍ୟାନ ଯୋଗେ ଗାଁକୁ ଫେରୁଥିଲେ। ବାଟରେ ପଖନାଗୁଡା ଛକରେ ଓହ୍ଳାଇବାବେଳେ ଏକ ଅଜଣା ଗାଡ଼ି ସେମାନେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ...
କଲମପୁର : ଗତ ଶୁକ୍ରବାର ସନ୍ଧ୍ୟାରେ ଶୌଚ ପାଇଁ ଯାଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ନିଖୋଜ ହୋଇଯାଇଥିବା ବ୍ରାହ୍ମଣକେନ୍ଦୁଗୁଡାର ରାମ ଗୌଡଙ୍କ ୫ ବର୍ଷିୟ ଶିଶୁ ପୁତ୍ର ଭଜ ଗୌଡର ଶବକୁ ଦୀର୍ଘ ୨୪ ଘଣ୍ଟା ପରେ ଘଟଣାସ୍ଥଳ ଠାରୁ ପ୍ରାୟ ୧୫ଶହ ମିଟର ଦୂରରେ ଠାବ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ୫.୩୦ ବେଳେ ଘର ନିକଟରେ ଥିବା କେନାଲକୁ ଶୌଚ ପାଇଁ ଯାଇଥିବା ଶିଶୁ ଭଜ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी