Home Tags Kalahandi

Tag: kalahandi

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲାର ଜୁନାଗଡରେ ମିଶ୍ରଣ ପର୍ବ ଓ ଭବାନୀପାଟଣାରେ ମିଶନଶକ୍ତି ସମାବେଶରେ ଯୋଗ ଦେଇ ରେତ ଜଳସେଚନ ପ୍ରକଳ୍ପ ସମେତ ୯୦୮ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହିତ  ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ସରକାରୀ ମହିଳା ମହାବିଦ୍ୟାଳୟକୁ ସାଇନ୍ସ କଲେଜ ମାନ୍ୟତା ଘୋଷଣା କରିଛନ୍ତି । ଏହା ସହିତ...
କଳାହାଣ୍ଡି: ଡୁମେରମୁଣ୍ଡାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ ଶନିବାର ସକାଳେ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଆଉ ଫେରି ନଥିଲେ । ପରେ ତାଙ୍କ ମୃତଦେହ ଡୁମେରମୁଣ୍ଡା ଏକ ବୁଦା...
କଳାହାଣ୍ଡି : ସରା ରାଜ୍ୟରେ ମା’ଙ୍କ ବିସର୍ଜନକୁ ନେଇ ଭସାଣ ଉତ୍ସବ ଚାଲିଥିବା ବେଳେ ଶନିବାର ଦୁଇ ଜଣ ନାବାଳିକା ସଲିଳ ସମାଧି ନେଇଛନ୍ତି । ଏହି ଦୁଃଖଦ ଖବର କଳାହାଣ୍ଡି ଜିଲା କେସିଙ୍ଗା ଗାଁରୁ ଆସିଛି । ପୋଖରୀରେ ଗଧୋଇବାକୁ ଯାଇ ୨ ନାବାଳିକା ବୁଡି ଯାଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ମଧ୍ୟରୁ ଜଣଙ୍କ ବୟସ ୧୫ ଓ ଅନ୍ୟ...
କଳାହାଣ୍ଡି:ଶନିବାର ସକାଳେ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାର୍ୟ୍ୟାଳୟ ପରିସରରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ ପଡ଼ିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣଙ୍କ ହେଲେ ଭୂଦେବ ଏବଂ ସେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟରେ ଏକ ଛୋଟ ଠେଲା ଗାଡିରେ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी