Home Tags Kajol

Tag: kajol

ମୁମ୍ବଇ : ଏ ସିନେମା ସପ୍ତାହରେ ମହାନଗରୀର ପ୍ରେକ୍ଷାଘରକୁ ଆସିଛି ତିନିଟି ନୂଆ ହିନ୍ଦୀ ଫିଲ୍ମ। ମୁକେଶ ଭଟ୍ଟଙ୍କ ପ୍ରଯୋଜିତ ଓ ପୁଷ୍ପଦିତ୍‍ ଭରଦ୍ୱାଜଙ୍କ ନିର୍ଦେଶିତ ‘ଜଲେବୀ’ ସିନେମାଟି ଏକ ଚମତ୍କାର ରୋମାଣ୍ଟିକ୍‍ ଡ୍ରାମା। ୨୦୧୬ର ବଙ୍ଗଳା ସିନେମା ‘ପ୍ରାକ୍ତନ୍‍’ର ଏହା ରିମେକ୍‍। ଏଥିରେ ରିୟା ଚକ୍ରବର୍ତ୍ତୀଙ୍କ ସହ ଅଛନ୍ତି ନବାଗତ ନାୟକ ବରୁଣ ମିତ୍ର୍ର। ତେବେ ଚର୍ଚ୍ଚାକୁ ଆସୁଛି ନୂଆ ସିନେମା ‘ହେଲିକପ୍ଟର ଇଲା’; ଯେଉଁଥିରେ କାଜୋଲ ଏକ...
୧୯୯୫ ଅକ୍ଟୋବର ୧୯ରେ ଆଦିତ୍ୟ ଚୋପ୍ରା ନିର୍ଦେଶିତ ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ମୁକ୍ତିଲାଭ କରିଥିଲା। ସେସମୟରେ ଖୁବ୍ ବ୍ୟାବସାୟିକ ସଫଳତା ପାଇଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କିଙ୍ଗ୍ ଖାନ୍ ଶାହରୁଖ୍ ଓ କାଜଲ୍ ଅଭିନୟ କରିଥିଲେ। ଏଇ ଚଳଚ୍ଚିତ୍ର ପରେ ଦୁହେଁ ‘ହିଟ୍ ଯୋଡ଼ି’ ଭାବେ ଜଣାଯିବା ସହ ସେମାନଙ୍କ ଲୋକପ୍ରିୟତା ରାତାରାତି ବୃଦ୍ଧି ପାଇଥିଲା। ଏହା ପରେ ଶାହରୁଖ୍ ଓ କାଜଲ ଏକତ୍ର କେତେକ...
ବଲିଉଡର ଅନ୍ୟତମ ସୁଖୀ ଦମ୍ପତି ଭାବେ କାଜଲ୍-ଅଜୟ ଦେବଗନ୍ ଜଣାଯାନ୍ତି। ସିନେଜଗତ କଳାକାରମାନେ ଭଲଭାବେ ଅବଗତ ଯେ ଅଜୟ ବିବାହ ପରେ ଅନେକ ଥର ବାଟବଣା ହୋଇଛନ୍ତି, କିନ୍ତୁ କାଜଲ ପ୍ରତିଥର ତାଙ୍କୁ କ୍ଷମା କରିବା ସହ ଢାଲ ପରି ସ୍ବାମୀଙ୍କ ପାଖେପାଖେ ରହିଛନ୍ତି। ଏଇ କିଛିଦିନ ତଳେ କାଜଲ ଏକ ସାକ୍ଷାତକାରରେ କହିଥିଲେ, ଝିଅ ନାଇଶା ଓ ପୁଅ ୟୁଗ୍ ତାଙ୍କୁ ‘ହିଟଲର୍ ମମ୍ମି’ କହନ୍ତି, ଅନ୍ୟପାଖେ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी