Home Tags Jammu-kasmir

Tag: jammu-kasmir

ଜାମ୍ମୁ: ଶନିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ୍ ହୋଇଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସୁରକ୍ଷାମକର୍ମୀଙ୍କ ଉପରକୁ ଢେଲା ପଥର ମାଡ କରିଛନ୍ତି । ନିହତ ଆହତଙ୍କବାଦୀଙ୍କ...
ନୂଆଦିଲ୍ଲୀ: ଗୁରୁବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀର ଘାଟିର ବିଭିନ୍ନ ସ୍ଥାନରେ ଗୁଳି ବିନିମୟ ଘଟିଛି।  ଶ୍ରୀନଗରର ନୂରବାଗରୁ ଦକ୍ଷିଣ କାଶ୍ମୀରର କାଜିଗୁଣ୍ଡ ଏବଂ କେନ୍ଦ୍ରୀୟ କାଶ୍ମୀର ପାଞ୍ଚନରୁ ବଡଗାମ ପର୍ଯ୍ୟନ୍ତ ତିନୋଟି ସ୍ଥାନରେ ଏନ୍‌କାଉଣ୍ଟର୍ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ସମେତ ଜଣେ ସ୍ଥାନୀୟ ନାଗରିକ ପ୍ରାଣ ହରାଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଦକ୍ଷିଣ କାଶ୍ମୀର କାଜିଗୁଣ୍ଡରେ ସୁରକ୍ଷାକର୍ମୀ ଓ...
ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର ଶ୍ରୀନଗରଠାରେ ସ୍ଥିତ ପମ୍ପୋସ ହୋଟେଲରେ ଭୟାଭୟ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ହୋଟେଲରେ ଏକାଧିକ ମିଡିଆ ଅନୁଷ୍ଠାନର କାର୍ଯ୍ୟାଳୟ ଥିଲା। ଅଗ୍ନିକାଣ୍ଡର ଭୟାଭୟତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ୫ଟି ଗାଡ଼ିକୁ ମୁତୟନ କରାଯାଇଛି। ୬ମହଲା ବିଶିଷ୍ଟ ଏହି ହୋଟେଲରେ ଅଗ୍ନିକାଣ୍ଡରେ କେହି ହତାହତ ହୋଇ ନଥିଲେ ମଧ୍ୟ ଅଗ୍ନିକାଣ୍ଡ ହେତୁ ହୋଟେଲ ମଧ୍ୟରେ ଏକାଧିକ ଲୋକ ଫସି ରହିଥିବା ଅଗ୍ନିଶମ ବିଭାଗ...
ଜମ୍ମୁ: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲରରେ ଏକ ଯାତ୍ରୀବାହୀ ମିନି ବସ୍‍ ଭାରସାମ୍ୟହରାଇ ନଦୀରେ ଚେନାବ ଖସି ପଡ଼ିବାରୁ ଘଟଣାସ୍ଥଳରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି। ମିନି ବସରେ ୨୭ଜଣ ଯାତ୍ରୀ କେସୱାନରୁ କିସ୍ତୱାରକୁ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କୁ ୫ଲକ୍ଷ ଓ ଆହତଙ୍କୁ ୫୦ହଜାର କ୍ଷତିପୂରଣ ଦେବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी