Home Tags Jammu

Tag: Jammu

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ। ଡିସେମ୍ବର ୧୯ ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି ସେ ସୁପାରିସ କରିଛନ୍ତି। ରାଜ୍ୟରେ ଏବେ ରାଜ୍ୟପାଳ ଶାସନ ଚାଲିଥିବାବେଳେ ଏହି ଅବଧି ଡିସେମ୍ବର ୧୯ରେ ଶେଷ ହେବାକୁ ଯାଉଛି। ରାଜ୍ୟପାଳଙ୍କ ଏହି ସୁପାରିସକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯିବ। ଗତ ଜୁନ୍‌ରେ ମେହବୁବା...
ଶ୍ରୀନଗର : ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସନ୍ନିକଟ ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଚଳପ୍ରଚଳ ହେଉଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳକୁ ଘେରାଓ କରାଯାଇ ବ୍ୟାପକ ତଲାସୀ ଅଭିଯ।।ନକୁ ବ୍ୟାପକ କରାଯାଇଛି। ବୁଧବାର ସକାଳ ୮ଟାବେଳେ ସେହି ଆତଙ୍କବାଦୀମାନେ ଏକ ଟ୍ରକ୍‍ ଭିତରେ ସେହି ରାସ୍ତାରେ ଯାଉଥିବା ସନ୍ଦେହ କରାଯିବା ପରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଟ୍ରକ୍‍ର ଡ୍ରାଇଭର୍‍ ଓ...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी