Home Tags India news

Tag: india news

ଗୌହାଟୀ .- ଆଇଆଇଟି ଗୌହାଟୀର ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବୁଧବାରରେ ଏହି ଛାତ୍ରୀ ଜଣକ ନିଜ କକ୍ଷରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ନିଜ ପାଠପଢାରେ ବିତସ୍ପୃହ ହୋଇ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ପତ୍ରରେ ସେ ଇଞ୍ଜିନିୟରିଂ ପଢାରେ ବିତସ୍ପୃହ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । ନାଗଶ୍ରୀ ନାମକ ଏହି...
ନୂଆଦିଲ୍ଲୀ . -  ମଳଦ୍ୱାରରେ(ରେକ୍ଟମ) ୩୨ ଲକ୍ଷ ଟଙ୍କାର ସୁନା ଚୋରା ଚାଲାଣ କରୁଥିବା ବେଳେ  ଜଣେ ଯୁବକଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ କରାଯାଇଛି । ସେ ପ୍ରାୟ ୯ଟି ସୁନା ଖଣ୍ଡକୁ ଗୋଲାକାର ଆକାର କରି ରେକ୍ଟମରେ ଲୁଚାଇ କରି ନେଉଥିଲେ । ଏହାର ଓଜନ ପ୍ରାୟ ଏକ କିଲୋଗ୍ରାମ । ଯୁବକ ଜଣଙ୍କ ଦୁବାଇରୁ ନୂଆଦିଲ୍ଲୀ ଆସିଥିଲେ । ତାଙ୍କର ଜିନିଷ ପତ୍ର ଯାଞ୍ଚ କରାଯ।ଇଥିଲା...
ଭୋପାଳ .- ଗୋଟିଏ ନୁହେଁ କି ଦୁଇଟି ନୁହେଁ  ୩୦ରୁ ଅଧିକ ହତ୍ୟା । ଟ୍ରକ ଚୋରି ସହ ଟ୍ରକର ଜିନିଷ ଟଙ୍କା ଓ ମୋବାଇଲ ଚୋରି ପାଇଁ ହତ୍ୟା । ଏପରି ଜଣେ ହତ୍ୟାକାରୀକୁ ମଧ୍ୟପ୍ରଦେଶ ପୁଲିସ ଗିରଫ କରିଛି ।  ଆଦେଶ ଖାମରା ନାମକ ବ୍ୟକ୍ତି ଜଣଙ୍କ ଦରଜୀ କାମ କରେ । ହେଲେ ସେ ଜଣେ ସିରିଏଲ୍‌ କିଲର୍‌ । ଝାନସୀର ଏକ ଅପରାଧୀ...
ମୁମ୍ବାଇ . – ୫ ଦିନ ତଳେ ନିଖୋଜ ହୋଇଯାଇଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଉପାଧ୍ୟକ୍ଷ ସିଦ୍ଧାର୍ଥ କିରଣ ସିଙ୍ଗଭିଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ଅସନ୍ତୋଷ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।  ମୁମ୍ବାଇର ନିକଟସ୍ଥ ଥାନେର ହାଜି ମଲଙ୍ଗ ଅଞ୍ଚଳରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗରେ  ସରଫରାଜ ଶେଖ ନାମକ ୨୦ ବର୍ଷିୟ ଯୁବକକୁ ପୁଲିସ ଗିରଫ...
ନୂଆଦିଲ୍ଲୀ .- ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ସୋମବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ଉତ୍ତର ପ୍ରଦେଶର ମୀରଟରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକାର ଭୂ ତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା  ଦିଲ୍ଲୀରେ ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ।  ସକାଳ ୬ଟା ୨୮ ମିନିଟରେ ଏହି ଭୂମିକମ୍ପ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ...
ନୂଆଦିଲ୍ଲୀ . – ଆସନ୍ତା ୫ ବର୍ଷମଧ୍ୟରେ ଭାରତୀୟ ସେନା ଦେଢ ଲକ୍ଷ ସୈନ୍ୟ କମ୍‌ କରିବା ପାଇଁ ଲକ୍ଷ୍ୟ  ରଖିଛି । ସୈନ୍ୟ ବାହିନୀକୁ ସୁ ସଙ୍ଗଠିତ , ଅଧିକ ଶକ୍ତିଶାଳୀ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସମ୍ପନ୍ କରିବା ପାଇଁ ସେନା ଏହି ଲକ୍ଷ୍ୟ ରଖିଥିବା କଥା ସୂଚନା ମିଳିଛି ।  ଏବେ ଭାରତୀୟ ସେନାରେ ୧୨ ଲକ୍ଷରୁ ଅଧିକ ସୈନିକ ଅଛନ୍ତି । ସେନାରେ...
କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଶନିବାର ରାତ୍ରିରେ ସାପ କାମୁଡାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତ ଛାତ୍ରୀ ଜଣଙ୍କ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା। ପ୍ରକାଶ ଯେ ବ୍ରହ୍ମପୁରା ଗ୍ରାମର ପ୍ରକାଶ ବେହେରାଙ୍କ ଝିଅ ଶୋନି ବେହେରା (ବୟସ ୯) ଶନିବାର ରାତ୍ରିରେ ଘରେ ଶୋଇଥିବା ବେଳେ ତାକୁ ଏକ ବିଷଧର ରଣା ସାପ...
ଲଣ୍ଡନ .-ସିଗାରେଟ୍‌ ବିକ୍ରି କରିବାକୁ ମନା କରିଥିବା ଭାରତୀୟ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଜଣେ ବ୍ରିଟିଶ ନାବାଳକକୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି । ୧୬ ବର୍ଷିୟ ଏହି ନାବାଳକ ନିଶାଗ୍ରସ୍ତ ଅବସ୍ଥାରେ ଆସି ସିଗାରେଟ୍‌ ମାଗିଥିଲା । ବିଜୟ କୁମାର ପଟେଲ ନାମକ ଏହି ଦୋକାନୀ ଜଣଙ୍କ ନାବାଳକକୁ  ତାହାର ବୟସ ହୋଇ ନ ଥିବାରୁ ସିଗାରେଟ୍‌ ବିକ୍ରି କରିବାକୁ ମନା କରି ଦେଇଥିଲେ ।...
ନୂଆଦିଲ୍ଲୀ . – ସପ୍ତମ ପାସ୍‌ କରିଥିବା ଜଣେ ବ୍ୟକ୍ତି ଏକ କମ୍ପାନୀ ପ୍ରତିଷ୍ଠା କରି ୨୦ ଲକ୍ଷ  ଲୋକଙ୍କ ଠାରୁ ପ୍ରାୟ ୧୨୦୦ କୋଟି ଟଙ୍କା ଠକି ନେଇଛନ୍ତି । ରାଧେ ଶ୍ୟାମ ନାମକ ଏହି ବ୍ୟକ୍ତି ଜଣଙ୍କ ସପ୍ତମ ଶ୍ରେଣୀରୁ ପାଠ ପଢିବା ଛାଡି ଦେଇଥିଲେ । ଏହାପରେ ସେ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଧୀରେ ଧୀରେ ଲୋକଙ୍କୁ ପ୍ରଭାବିତ କରି ସେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी