Home Tags Hockey-bbsr

Tag: hockey-bbsr

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆଉ ୪୯ ଦିନ ପରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତାର ସମୟ ଯେତିକି ପାଖେଇ ଆସୁଛି; ଆୟୋଜକଙ୍କ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ନିଆରା ଯୋଜନା କରିବାରେ ଲାଗିଛନ୍ତି। ବୁଧବାର ହକି ବିଶ୍ୱକପ ଲାଗି ନବନିର୍ମିତ ହକି ଷ୍ଟାଡିୟମ୍‍ ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ମଙ୍ଗଳବାର ପ୍ରତିଯୋଗିତାର ମାସ୍କଟ ଓଲି ଉନ୍ମୋଚିତ ହେବ। ପୁରୀ ସମୁଦ୍ରତଟରେ ଏକ ନିଆରା ଢଙ୍ଗରେ...
ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଏଫ୍‍ଆଇଏଚ୍‍ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବଲିଉଡର ଦୁଇ ମହାନ କଳାକାର ଗୁଲଜାର ଓ ଏଆର ରେହମାନଙ୍କ ସଂପୃକ୍ତି ଟୁର୍ଣ୍ଣାମେଣ୍ଟକୁ ଅଧିକ ଆକର୍ଷଣୀୟ କରିବାକୁ ଯାଉଛି। ବିଶ୍ୱକପର ଶୀର୍ଷକ ସଙ୍ଗୀତରେ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଅବଦାନ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସିଦ୍ଧ ଗୀତିକାର ଗୁଲଜାର ଏହି ଗୀତକୁ ରଚନା କରିଥିବାବେଳେ ଏଆର...
ଭୁବନେଶ୍ୱର : ଆଉ ୭୨ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‍ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‍। ପ୍ରତିଯୋଗିତାର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ସାରା ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ହକି ବିଶ୍ୱକପକୁ ପହଞ୍ଚାଇବାର ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ବିଭିନ୍ନ ସହର ସହ ଅଷ୍ଟ୍ରେଲିଆର ସିଡ୍‍ନୀ...
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ୭୩ ଦିନ ପରେ ଖେଳାଯିବ। ପ୍ରତିଯୋଗିତା ଯେତିକି ପାଖେଇ ଆସୁଛି; ରାଜ୍ୟ ସରକାର ଏହାର ପ୍ରଚାର ଓ ପ୍ରସାର କରିବା ନେଇ ସେତିକି ତତ୍ପର ହୋଇ ଉଠିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ୨୯ରୁ ‘ମାଇ ହାର୍ଟ ବିଟ୍‍ସ ଫର୍‍ ହକି’ କାର୍ଯ୍ୟକ୍ରମ ସାରାଦେଶରେ ଆରମ୍ଭ କରିବା ସହିତ ହକି ବିଶ୍ୱକପର ପ୍ରଚାର କାର୍ଯ୍ୟ ଆଗେଇ ଚାଲିଛି।...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी