Home Tags High court

Tag: high court

କଟକ : ବେଲଟିକିରି ସେଲଟର ହୋମ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନ ଓରଫ ଡାଡ଼ିଙ୍କ ଜାମିନ ଆବେଦନକୁ ହାଇକୋର୍ଟ ପୁଣି ଥରେ ଖାରଜ କରି ଦେଇଛନ୍ତି । ଏହା ସହ ଉଦିତ୍ କୁମାର ଲିମାଙ୍କ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କାରେ ଉଭୟଙ୍କ ଜାମିନ୍ ଆବେଦନ ଖାରଜ ହୋଇଥିବା ଜଣାପଡିଛି ।
କଟକ: ସୋମବାର ଓଡିଶା ହାଇକୋର୍ଟର ସମ୍ମିଳନୀ କକ୍ଷରେ ଦୁଇ ବିଚାରପତିଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓ ଜଷ୍ଟିସ  ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ .ଜାଭେରୀ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଦୁଇ ବିଚାରପତି ଯୋଗଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଶପଥ ପାଠ ଉତ୍ସବରେ...
କଟକ: ଓକିଲ-ପୁଲିସ ବିବାଦକୁ ନେଇ ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁବାର ମିଳିତ ବାର୍ ଆସୋସିଏସନ ବୈଠକ ଶେଷ ହୋଇଛି । ଯାହା ହାଇକୋର୍ଟ ବାର ନିଷ୍ପତ୍ତି ନେବ ତାହାକୁ ଅନ୍ୟ ସମସ୍ତ ବାର ପ୍ରତିନିଧି ଗ୍ରହଣ କରିବେ ବୋଲି ମିଳିତ ବାର୍ ଆସୋସିଏସନ ବୈଠକରେ ନିଷ୍ପତ୍ତି ହୋଇଛି । ଶୁକ୍ରବାର ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ବୈଠକର ପରବର୍ତ୍ତୀ ନିଷ୍ପତ୍ତି...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी