Browsing Tag

health

ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ, ହାତ ମିଳାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରେଡକ୍ରସ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ଓ ରେଡ୍ କ୍ରିସେଣ୍ଟ୍ ସୋସାଇଟିଜ ମାନବିକ ସଙ୍କଟ ସମୟରେ ଜରୁରୀକାଳୀନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣକୁ ମଜବୁତ କରିବା ପାଇଁ ବୁଝାମଣା…
Read More...

ଜାଣନ୍ତୁ କେଉଁ କଡ଼ ମାଡି ଶୋଇଲେ ମିଳେ ଉପକାର, ଦୂର ହୁଏ ଅନେକ ରୋଗ

ଭୁଲ ଅବସ୍ଥାରେ ପଡ଼ିଥିବାରୁ ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଆଜି ଆମେ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଲାଭ ମିଳିଥାଏ। ସାରା ଦିନ ଚାଲା ବୁଲା କରିବା ଦ୍ବାରା ଆମେ କ୍ଳାନ୍ତ ହୋଇ ଶଯ୍ୟାରେ…
Read More...

ବୟସ ଅନୁଯାୟୀ ପ୍ରତିଦିନ କେତେ କ୍ଷୀର ଖାଇବା ଉଚିତ୍ ?

କ୍ଷୀରର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ଏହାର ସେବନ ଦ୍ବାରା କେବଳ ହାଡ ମଜବୁତ ହୁଏ ତାହା ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଅଧ୍ୟୟନରେ ଏହା ମଧ୍ୟ…
Read More...

ସୁସ୍ଥ ଶରୀରର ମନ୍ତ୍ର : ନିୟମିତ ଖାଲି ପେଟରେ ପିଅନ୍ତୁ ଧନିଆପତ୍ର, ଧନିଆ ପାଣି

ଭାରତ ହେଉ ଅଥବା ଅନ୍ୟ ଦେଶରେ ଧନିଆପତ୍ରର ବ୍ୟବହାର ଏକ ସାଧାରଣ କଥା। ଏହାକୁ ଚଟଣୀ ଭାବେ ହେଉ ଅଥବା ସିଧାସଳଖ ଖାଇବାରେ ବହୁ ପରିମାଣରେ ମଧ୍ୟ ବ୍ୟବହାର କରାଯାଇଥାଏ। ବ୍ୟଞ୍ଜନରେ ଏହାକୁ ବ୍ୟବହାର କଲେ ଏହାର ସ୍ୱାଦ…
Read More...

ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ପାଇଁ ଷ୍ଟେରଏଡ ଚିକିତ୍ସାକୁ ‘ହୁ’ର ସୁପାରିଶ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ହୁ' ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଷ୍ଟେରଏଡ ଚିକିତ୍ସାକୁ ଅନୁମତି ଦେଇଛି। ଗତକାଲି ପ୍ରକାଶିତ ଆନ୍ତର୍ଜାତୀୟ କ୍ଲିନିକାଲ ପରୀକ୍ଷଣ ପରେ ଅପେକ୍ଷାକୃତ ଶସ୍ତା ଓ ବହୁଳ…
Read More...

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି : ଝାଡ଼ଖଣ୍ଡର ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ର ମୁଖ୍ୟ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡିଛି। ସେ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି…
Read More...

ସକାଳର ଏହି ଖରାପ ଅଭ୍ୟାସ ଓଜନ ବୃଦ୍ଧିର କାରଣ ହୋଇପାରେ !

ଆଜିର ସମୟରେ ଓଜନ ବୃଦ୍ଧି ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ହେଉଛି ପରିବର୍ତ୍ତିତ ଜୀବନଶୌଳୀ। ଲୋକମାନେ ରାତିରେ ଠିକ୍ ସମୟରେ ଶୋଉନାହାଁନ୍ତି କିମ୍ବା ସକାଳେ ଠିକ୍ ସମୟରେ ଉଠୁନାହାନ୍ତି। ଏହା ବ୍ୟତୀତ ଆଉ ଏକ ବଡ…
Read More...

କେବଳ ତରଭୁଜ ନୁହେଁ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏହାର ଚୋପା

ଗ୍ରୀଷ୍ମ ଆସିବା ମାତ୍ରେ ସମସ୍ତେ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। ଏହା ପ୍ରାକୃତିକ ଉପାୟରେ ଶରୀରକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ। ସମସ୍ତେ ଜାଣନ୍ତି ତରଭୁଜ ଶରୀର ପାଇଁ କେତେ ଲାଭଦାୟକ, କିନ୍ତୁ ବହୁତ କମ୍…
Read More...

କାଢା ହେଉଛି ଇମ୍ୟୁନିଟି ବୁଷ୍ଟର୍ – ଆୟୁଷ ମନ୍ତ୍ରଣାଳୟ

କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଅନେକ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରତିଦିନ ସକାଳେ ଚ୍ୟୱନପ୍ରାଶ୍  ଖାଇବାକୁ ଏବଂ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ…
Read More...

ସ୍ବାସ୍ଥ୍ୟ ମନ୍ତ୍ର ; ଲକଡାଉନରେ ଆପଣାନ୍ତୁ ଏହି ଉପାୟ, ରହିବେ ଏକଦମ୍ ଫିଟ୍

କୁହାଯାଏ, ସ୍ବାସ୍ଥ୍ୟ ହିଁ ସମ୍ପଦ। ବ୍ୟସ୍ତ ବହୁଳ ଜୀବନରେ ଆମେ ଶରୀର ବା ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୋଇ ପାରୁନାହିଁ। କିନ୍ତୁ ବର୍ତ୍ତମାନ ଆମ ପାଖରେ ପ୍ରର୍ଯ୍ୟାପ୍ତ ସମୟ ରହିଛି। କାରଣ ଦେଶରେ ଏବେ ଲକଡାଉନ ବା…
Read More...