Home Tags Hair

Tag: hair

କୌଣସି ବୟସରେ କେଶ ଝଡିବା ଏକ ସାଧାରଣ କଥା। ଏଥିପାଇଁ କେଶର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ସଠିକ୍‍ ସମୟରେ ସଫା କରିବା ଏବଂ ତେଲ ମାଲିସ୍‍ କରିବା କେଶର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ତେବେ ଏହା ସହିତ କଣ୍ଡିସନିଂ କରିବା କେଶକୁ ମଜବୁତ କରିଥାଏ। ପ୍ରାୟତଃ କେଶ ସଫା ବା ଶାମ୍ପୋ କରିବା ପରେ ଅନେକ ୨-୩ମିନିଟ ଯାଏ କଣ୍ଡିସନର ଲଗାଇ ରଖିଦିଅନ୍ତି ଏବଂ ପରେ ପୁଣି...
ଖରା ହେଉ ଅବା ଶୀତ ସବୁ ସମୟରେ କେଶ ଜନିତ ସମସ୍ୟା ଲାଗି ରହିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମ୍ପୁର ବ୍ୟବହାର କରିଥାଉ। ମାତ୍ର କେମିକାଲ କାରଣରୁ ଏହା କେଶ ଉପରେ କୁପ୍ରଭାବ ପକାଇଥାଏ। କେଶ ସଫା କରିବା ପାଇଁ ସାମ୍ପୁର ଭୂମିକା ଅପରିହାର୍ଯ୍ୟ। ତେଣୁ ଘରୋଇ ଉପାୟରେ ସାମ୍ପୁ ପ୍ରସ୍ତୁତ କରି ଏହାକୁ ବ୍ୟବହାର କଲେ କେଶ...
ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ କେଶକୁ ନେଇ ଖୁବ୍ ଯତ୍ନବାନ । ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ କେଶର ଭୂମିକା ମହତ୍ତ୍ବପୂର୍ଣ୍ଣ । କିନ୍ତୁ ପ୍ରଦୂଷଣ ଓ ସମୟର ଅଭାବ କାରଣରୁ କେଶ ଖରାପ ଓ ରୁକ୍ଷ ହୋଇ ଯାଇଥାଏ । ଏହା ସହ କେଶ ଝଡିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକେ ବିଭିନ୍ନ କମ୍ପାନୀର ଶାମ୍ପୁ ଓ...
ପ୍ରତ୍ୟେକଙ୍କୁ ଲମ୍ବା, ଘନ କେଶ ଖୁବ ପସନ୍ଦ। ମାତ୍ର ପ୍ରଦୂଷଣ, ଅପରିଷ୍କାର, ଖାଦ୍ୟପେୟ ଆଦି କାରଣରୁ କେଶ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କେଶ ପାଇଁ ଏକ ମୁଖ୍ୟ ସମସ୍ୟା ହେଉଛି ରୂପି। ଏଥିରେ ମୁକ୍ତି ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ବହୁ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର ସେଥିରେ ଥିବା କେମିକାଲ କେଶ ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର ଏକ ସହଜ ଘରୋଇ ଉପାୟରେ...
ସମସ୍ତେ ଲମ୍ବା ଓ ସୁନ୍ଦର କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ପ୍ରଦୂଷଣ, ଧୂଳି, ବାହାରର ଖାଦ୍ୟପେୟ ଦ୍ବାରା କେଶ ସମ୍ବନ୍ଧିତ ଅନେକ ସମସ୍ୟା ଦେଖା ଦେଇଥାଏ। କେଶ ଝଡିବା, ରୂପି ହେବା, ଦୁଇ ମୁହାଁ କେଶ ପରି ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। କେଶକୁ ଠିକ ଭାବେ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ସାମ୍ପ୍ୟୁ ଓ ତେଲ ବ୍ୟବହାର କରିଥାଉ। କିନ୍ତୁ ଅଁଳାକୁ କେଶ...
କିଛି ଝିଅମାନେ କେଶକୁ ବାନ୍ଧି ଅନେକ ପ୍ରକାର ରୂପ ଦେଇଥାନ୍ତି। ଏପରି କରିବା ଦ୍ୱାରା ସେମାନେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି। କେଶ ରଖିବାର ଅନେକ ଲାଭ ରହିଛି। ସମୁଦ୍ର ଶାସ୍ତ୍ରରେ ଏହା ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଝିଅମାନଙ୍କ କେଶକୁ ସାଧାରଣତଃ ତିନୋଟି ଭାଗରେ ବର୍ଣ୍ଣନା କରାଯାଇଛି। ଏହାକୁ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ପ୍ରତୀକ କୁହାଯାଇଛି। ଏପରି ମାନ୍ୟତା ଦ୍ୱାରା କେଶର ମହତ୍ତ୍ୱ ଅନେକ ରହିଛି।...
ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧିକାଂଶଙ୍କ କେଶଝଡ଼ା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏଥିନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରୁ ସଚେତନ ହେଲେ ଭବିଷ୍ୟତରେ ଅସୁବିଧା ଉପୁଜି ନଥାଏ। ଏଣୁ ନିଜ ଖାଦ୍ୟପାନୀୟ ପ୍ରତି ସଚେତନ ରହିବା ସହ ଫାଷ୍ଟଫୁଡ୍‌ ଓ ମୃଦୁ ପାନୀୟଠାରୁ ଯଥା ସମ୍ଭବ ଦୂରେଇ ରହିବା ପାଇଁ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ। କେଶଝଡ଼ାରୁ ରକ୍ଷା ପାଇବା ନିମନ୍ତେ ପ୍ରଥମେ ଦେଶୀ ଚିକିତ୍ସା କରନ୍ତୁ। କାରଣ ପାର୍ଲରରେ ହେଉଥିବା ଉପଚାରରେ ରାସାୟନିକ...
ବେଳେବେଳେ ଘରେ ଗୁରୁଜନ ମାନେ କହିଥାନ୍ତି ଯେ, ସନ୍ଧ୍ୟା ସମୟରେ ଏବଂ ସନ୍ଧ୍ୟା ପରେ ଝିଅମାନେ ଚୁଟି କୁଣ୍ଡାଇବା ଅନୁଚିତ। ଏପରି କହିବା ପଛରେ ଅନେକ କାରଣ ରହିଥାଏ। ଯଦି ଆପଣ ଏପରି କରୁଛନ୍ତି ତେବେ ଅଭ୍ୟାସ ବଦଳାଇ ଦିଅନ୍ତୁ। ଆସନ୍ତୁ ଜାଣିବା ଏପରି କରିବାକୁ କାହିଁକି ବାରଣ କରାଯାଇଛି .. ଖରାପ ଆତ୍ମାର ପ୍ରଭାବ: ସୂର୍ଯ୍ୟାସ୍ତ ପରେ କେବେ ବି ଚୁଟି କୁଣ୍ଡାଇବା ଉଚିତ ନୁହେଁ। କାରଣ ସନ୍ଧ୍ୟା ପରେ ଖରାପ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी